ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରୁ ଏହି ଷ୍ଟାର ଖେଳାଳି ବାଦ

ଦୁବାଇ: ଆସନ୍ତାକାଲିର ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ଷ୍ଟାର ବୋଲର ଆଣ୍ଡ୍ର୍ୟୁ ଟାଇ ଆହତ କାରଣରୁ ପୂରା ସିରିଜ୍‌କୁ ବାଦ ପଡ଼ିଛନ୍ତି। ଅନ୍ୟପକ୍ଷରେ ଦଳର ଅଧିନାୟକ ଆରୋନ ଫିଞ୍ଚ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଖେଳିବାକୁ ଫିଟ୍‌ ଘୋଷିତ ହୋଇଛନ୍ତି। ଫିଞ୍ଚଙ୍କ ମାଂସପେଶୀରେ ସମସ୍ୟା ଥିବାରୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଖେଳିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। କିନ୍ତୁ ଆଜି […]

c

c

Hemant Lenka
  • Published: Saturday, 26 October 2019
  • Updated: 26 October 2019, 04:07 PM IST

Sports

Latest News

ଦୁବାଇ: ଆସନ୍ତାକାଲିର ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ଷ୍ଟାର ବୋଲର ଆଣ୍ଡ୍ର୍ୟୁ ଟାଇ ଆହତ କାରଣରୁ ପୂରା ସିରିଜ୍‌କୁ ବାଦ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଦଳର ଅଧିନାୟକ ଆରୋନ ଫିଞ୍ଚ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଖେଳିବାକୁ ଫିଟ୍‌ ଘୋଷିତ ହୋଇଛନ୍ତି। ଫିଞ୍ଚଙ୍କ ମାଂସପେଶୀରେ ସମସ୍ୟା ଥିବାରୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଖେଳିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। କିନ୍ତୁ ଆଜି ସେ ଆସନ୍ତାକାଲିର ମ୍ୟାଚ୍ ଖେଳିବାକୁ ଫିଟ୍‌ ହୋଇଯାଇଛନ୍ତି।

ଫିଞ୍ଚ ଫିଟ୍‌ ହୋଇଥିଲେ ହେଁ ଟି-୨୦ରେ ଅଷ୍ଟ୍ରେଲିଆର ଡେଥ ଓଭର ସ୍ପେଶାଲିଷ୍ଟ ଆଣ୍ଡ୍ର୍ୟୁ ଟାଇ କିନ୍ତୁ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେ ଅଭ୍ୟାସ ସମୟରେ ବଲ ଫିଙ୍ଗୁଥିବା ବେଳେ ଆହତ ହୋଇଛନ୍ତି। ଟାଇଙ୍କ ବଦଳରେ ସାଉଥ୍‌ ୱେଲ୍ସର ଦ୍ରୁତ ବୋଲର ସେନ ଆବୋଟ ଅଷ୍ଟ୍ରେଲିଆ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story