ଜଙ୍ଗଲରେ ରୋମାନ୍ସ କରୁଛନ୍ତି ବିରୁଷ୍କା

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଭାରତ ଦିନିକିଆ ସିରିଜ୍‌ ଜିତିବା ପରେ ଅଧିନାୟକ ବିରାଟ୍ କୋହଲିଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ସେ ଏହି ସୁଯୋଗକୁ ଭରପୂର ଉପଯୋଗ କରି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। ପୂର୍ବରୁ ଉଭୟ ଏକ ରୋମାଣ୍ଟି ଶୈଳୀରେ ଫଟୋ ଛାଡ଼ିଥିଲେ। ଆଜି ‘ବିରୁଷ୍କା’ ଏକ ଜଙ୍ଗଲ ମଧ୍ୟରେ ରୋମାନ୍ସ କରୁଥିବା ଆଉ ଏକ ଫଟୋ ଛାଡ଼ିଛନ୍ତି। ଏହି ଫଟୋଟିକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ […]

b

b

Hemant Lenka
  • Published: Saturday, 02 February 2019
  • Updated: 02 February 2019, 08:53 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଭାରତ ଦିନିକିଆ ସିରିଜ୍‌ ଜିତିବା ପରେ ଅଧିନାୟକ ବିରାଟ୍ କୋହଲିଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ସେ ଏହି ସୁଯୋଗକୁ ଭରପୂର ଉପଯୋଗ କରି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି।

ପୂର୍ବରୁ ଉଭୟ ଏକ ରୋମାଣ୍ଟି ଶୈଳୀରେ ଫଟୋ ଛାଡ଼ିଥିଲେ। ଆଜି ‘ବିରୁଷ୍କା’ ଏକ ଜଙ୍ଗଲ ମଧ୍ୟରେ ରୋମାନ୍ସ କରୁଥିବା ଆଉ ଏକ ଫଟୋ ଛାଡ଼ିଛନ୍ତି। ଏହି ଫଟୋଟିକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ଉଭୟ ଏକ ଜଙ୍ଗଲ ମଧ୍ୟରେ ବସିଥିବା ଦେଖିବାକୁ ମିଳୁଛି।

ଏହାର ଶୀର୍ଷକ ସେ “ବେଷ୍ଟ ଫ୍ରେଣ୍ଡ ଫର ଏଭର” ବୋଲି ରଖିଛନ୍ତି। ଏହି ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ଶେୟାର କରିବା ସହ ବେଶ ମଜାଦାର କମେଣ୍ଟ ଦେଉଛନ୍ତି।

virat-kohli-posts-adorable-image-with-anushka-sharma

କେହି କେହି ବିରୁଷ୍କା ଜଙ୍ଗଲରେ ମଙ୍ଗଲ କରୁଛନ୍ତି ବୋଲି ମତ ଦେଇଛନ୍ତି ତ ଆଉ କେହି ଏବେ ପଡ଼ିଆ ଓ ଫିଲ୍ମ ହଲ୍‌ର ନିଆଁ ଏବେ ଜଙ୍ଗଲରେ ଲାଗିଛି ବୋଲି ମତ ଦେଇ ବିରୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୫ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ରେ ହରାଇ ଆଗୁଆ ୩-୦ରେ ସିରିଜ୍‌ ବାଜିମାତ କରିଥିଲା। ଏହାପରେ ବିରାଟ୍‌ଙ୍କୁ ବିସିସିଆଇ ଅବଶିଷ୍ଟ ୨ଟି ମ୍ୟାଚ୍‌ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦେଇଛି।

View this post on Instagram

Best friend forever ❤️

A post shared by AnushkaSharma1588 (@anushkasharma) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story