ଏପ୍ରିଲ ୮ରୁ ଏସିଆନ‌୍ ଖୋ-ଖୋ ଚାମ୍ପିଅନସିପ‌୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଇନ୍ଦୋରରେ ଅନୁଷ୍ଠି ହେବ ଏସିଆନ‌୍ ଖୋ-ଖୋ ଚାମ୍ପିଅନସିପ‌୍। ଏସିଆନ‌୍ ଖୋ-ଖୋ ଫେଡେରେସନ‌୍ ଓ ଖୋ-ଖୋ ଫେଡେରସେନ‌୍ ଆନୁକୂଲ୍ୟରେ ଏବଂ ମଧ୍ୟ ଭାରତ ଖୋ-ଖୋ ଆସୋସିଏସନ‌୍ ଓ ଇନ୍ଦୋରର ହାପି ୱାଣ୍ଡରର୍ସ କ୍ଲବର ମିଳିତି ସହଯୋଗରେ ଏହି ଚାମ୍ପିଅନସିପ‌୍ ଅନୁଷ୍ଠିତ ହେବ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ସୂଚନାଯୋଗ୍ୟ, ଇନ୍ଦୋର ହେଉଛି ବାଚସ୍ପତି ସୁମିତ୍ରା ମହାଜନଙ୍କ ନିର୍ବାଚନ ମଣ୍ଡଳୀ। ସେ କହିଛନ୍ତି, “ମୋ ନିର୍ବାଚନ […]

kho-kho-games

kho-kho-games

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 09:56 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାସରେ ଇନ୍ଦୋରରେ ଅନୁଷ୍ଠି ହେବ ଏସିଆନ‌୍ ଖୋ-ଖୋ ଚାମ୍ପିଅନସିପ‌୍। ଏସିଆନ‌୍ ଖୋ-ଖୋ ଫେଡେରେସନ‌୍ ଓ ଖୋ-ଖୋ ଫେଡେରସେନ‌୍ ଆନୁକୂଲ୍ୟରେ ଏବଂ ମଧ୍ୟ ଭାରତ ଖୋ-ଖୋ ଆସୋସିଏସନ‌୍ ଓ ଇନ୍ଦୋରର ହାପି ୱାଣ୍ଡରର୍ସ କ୍ଲବର ମିଳିତି ସହଯୋଗରେ ଏହି ଚାମ୍ପିଅନସିପ‌୍ ଅନୁଷ୍ଠିତ ହେବ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ।

ସୂଚନାଯୋଗ୍ୟ, ଇନ୍ଦୋର ହେଉଛି ବାଚସ୍ପତି ସୁମିତ୍ରା ମହାଜନଙ୍କ ନିର୍ବାଚନ ମଣ୍ଡଳୀ।

ସେ କହିଛନ୍ତି, “ମୋ ନିର୍ବାଚନ ମଣ୍ଡଳୀ ଇନ୍ଦୋରରେ ଆସନ୍ତା ମାସରେ ଏସିଆନ‌୍ ଖୋ-ଖୋ ଚାମ୍ପିଅନ‌ସିପ‌୍ ହେବ। ଏପ୍ରିଲ ୮ରୁ ୧୦ ତାରିଖ ଯାଏଁ ଏହା ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ଥର ପାଇଁ ମହିଳାମାନେ ଭାଗ ନେବେ। ବ୍ୟକ୍ତିଗତ ଭାବେ ମୁଁ ଏହି ଖେଳର ଉନ୍ନତି ଚାହୁଁଛି। ଛୋଟ ବେଳେ ମୁଁ ବି ଖୋ-ଖୋ ଖେଳାଳି ଥିଲି। ଖୋ-ଖୋ ଓ କବାଡ଼ି ହେଉଛି ଆମ ନିଜ ମାଟିର ଖେଳ। ଆମେ ଏଗୁଡ଼ିକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉଚିତ‌୍।’’

ଏହି ଚାମ୍ପିଅନସିପ‌ରେ ବର୍ତ୍ତମାନ ସୁଦ୍ଧା ୮ଟି ଦେଶ ଭାଗ ନେବାକୁ ସ୍ପଷ୍ଟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଅଛନ୍ତି ପାକିସ୍ତାନ, ଦକ୍ଷିଣ କୋରିଆ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ମାଲେସିଆ। ୩୫୦ରୁ ଅଧିକ ଖେଳାଳି ଏଥିରେ ଭାଗ ନେବାର ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story