ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେଜା ନୀରଜଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହି ସଫଳତା ନୀରଜଙ୍କୁ ବିଶ୍ୱ ରାଙ୍କିଙ୍ଗରେ ବିପୁଳ ଫାଇଦା ଦେଇଛି। ନୀରଜ ଏକାଥରକେ ୧୪ଟି ସ୍ଥାନ ଉପରକୁ ଉଠି ବିଶ୍ୱର ଦୁଇ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଅଗଷ୍ଟ ୭ ତାରିଖରେ ନୀରଜ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ସେ ୮୭.୫୮ ମିଟର୍ ଜାଭେଲିନ୍ ଥ୍ରୋ’ […]

neeraj-chopra

neeraj-chopra

Ranjit Kumar Jena
  • Published: Thursday, 12 August 2021
  • Updated: 14 August 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହି ସଫଳତା ନୀରଜଙ୍କୁ ବିଶ୍ୱ ରାଙ୍କିଙ୍ଗରେ ବିପୁଳ ଫାଇଦା ଦେଇଛି। ନୀରଜ ଏକାଥରକେ ୧୪ଟି ସ୍ଥାନ ଉପରକୁ ଉଠି ବିଶ୍ୱର ଦୁଇ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି।

ଅଗଷ୍ଟ ୭ ତାରିଖରେ ନୀରଜ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ସେ ୮୭.୫୮ ମିଟର୍ ଜାଭେଲିନ୍ ଥ୍ରୋ’ କରି ଏହି ଐତିହାସିକ ସଫଳତା ଅର୍ଜନ କରିଥିଲେ। ନୀରଜ ଯେତେବେଳେ ଟୋକିଓରେ ପହଞ୍ଚିଲେ, ସେତେବେଳେ ତାଙ୍କର ରାଙ୍କିଙ୍କ୍ ୧୬ ଥିଲା। କିନ୍ତୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ରାଙ୍କିଙ୍ଗରେ ଲମ୍ବା ଜମ୍ପ ମାରିଛନ୍ତି।

ବିଶ୍ୱ ରାଙ୍କିଙ୍ଗରେ ଜର୍ମାନୀର ଜୋହାନସ୍ ଭେଟ୍ଟର ଶୀର୍ଷ ସ୍ଥାନରେ ରହିଛନ୍ତି। ଟୋକିଓରେ ଜାଭେଲିନ୍ ଥ୍ରୋ’ ଫାଇନାଲରେ ନବମ ସ୍ଥାନରେ ରହି ନିରାଶ କରିଥିବା ଭେଟ୍ଟର୍ ୧୩୯୭ ରାଙ୍କିଙ୍ଗ୍ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ନୀରଜଙ୍କ ରାଙ୍କିଙ୍ଗ୍ ପଏଣ୍ଟ ୧୩୧୫ ରହିଛି। ସେହିପରି ରାଙ୍କିଙ୍ଗରେ ପୋଲାଣ୍ଡର ମାର୍ସିନ୍ କ୍ରୁକୋସ୍କି ୧୩୦୨ ପଏଣ୍ଟ ସହ ତୃତୀୟ, ଚେକ୍ ରିପବ୍ଲିକର ଜାକବ୍ ଭାଦଲେଚ୍ ୧୨୯୮ ପଏଣ୍ଟ ସହ ଚତୁର୍ଥ ଏବଂ ଜର୍ମାନୀର ଜୁଲିଆନ୍ ୱେବର୍ ୧୨୯୧ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

ନୀରଜ ଏବେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ନୀରଜ କହିଛନ୍ତି ଯେ ସେ ଆସନ୍ତା ବର୍ଷ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପରେ ପଦକ ଜିତିବାକୁ ଚାହାନ୍ତି। ଭାରତ ପକ୍ଷରୁ ବିଶ୍ୱ ଚାମ୍ପିୟନଶିପରେ ପୂର୍ବତନ ଲଙ୍ଗ ଜମ୍ପର୍ ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହାପରେ କୌଣସି ଭାରତୀୟ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଦକ ଜିତି ନାହାନ୍ତି।

ନୀରଜଙ୍କ ସମ୍ମାନାର୍ଥେ ଏବଂ ଜାଭେଲିନ୍ ଥ୍ରୋ’କୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ସମଗ୍ର ଭାରତରେ ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରିବାକୁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ନିଷ୍ପତ୍ତି ନେଇଛି। କାରଣ ଏହି ଦିନ ନୀରଜ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story