ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଲେ ଫିଞ୍ଚ ଓ ୱାର୍ଣ୍ଣର

ଓଭାଲ୍‌: ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମୁହାଁମୁହିଁ ହେଉଛନ୍ତି। ଲଣ୍ଡନର ଓଭାଲ୍‌ରେ ଚାଲିଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଅଷ୍ଟ୍ରେଲିଆକୁ ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍‌ ୱାର୍ଣ୍ଣର ଭଲ ଆରମ୍ଭ ଦେଇଛନ୍ତି। ୧୪ ଓଭର୍‌ ଶେଷ ସୁଦ୍ଧା ଦଳ ବିନା ୱିକେଟ୍‌ରେ ୭୩ ରନ୍‌ କରିଛି। ୱାର୍ଣ୍ଣର ୨୪ ରନ୍‌ କରିଥିବା ବେଳେ ଫିଞ୍ଚ ୪୪ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ଏହି […]

e

e

Hemant Lenka
  • Published: Saturday, 15 June 2019
  • Updated: 15 June 2019, 04:00 PM IST

Sports

Latest News

ଓଭାଲ୍‌: ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମୁହାଁମୁହିଁ ହେଉଛନ୍ତି। ଲଣ୍ଡନର ଓଭାଲ୍‌ରେ ଚାଲିଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଅଷ୍ଟ୍ରେଲିଆକୁ ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍‌ ୱାର୍ଣ୍ଣର ଭଲ ଆରମ୍ଭ ଦେଇଛନ୍ତି।

୧୪ ଓଭର୍‌ ଶେଷ ସୁଦ୍ଧା ଦଳ ବିନା ୱିକେଟ୍‌ରେ ୭୩ ରନ୍‌ କରିଛି। ୱାର୍ଣ୍ଣର ୨୪ ରନ୍‌ କରିଥିବା ବେଳେ ଫିଞ୍ଚ ୪୪ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ଟେବୁଲର ଶୀର୍ଷକୁ ଚାଲିଯିବ। ଦଳ ବର୍ତ୍ତମାନ ୪ଟ ମ୍ୟାଚ୍‌ରୁ ଗୋଟିଏ ପରାଜୟ ଓ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ୪ଟି ମ୍ୟାଚ୍‌ରୁ ଗୋଟିଏ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି। ୨ଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story