ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା

ନୂଆଦିଲ୍ଲୀ: ବୁଧବାର ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଦିଲ୍ଲୀର ଫିରୋଜ୍‌ ଶାହ କୋଟଲା ଷ୍ଟାଡିୟମରେ ଅପରାହ୍ନ ୩ ଟା ୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୪ଟିରୁ ୩ଟିରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: କେ.ଏମ୍‌. ବିଏମ୍ସ, ଏମ.ଜେ. ବ୍ଲାକ୍‌ୱେଲ୍‌, ଏନ୍‌.ଜେ. କାରେ, ଏଲ୍‌. ଚିଟ୍‌ଲେ, ଏସ୍‌.ଜେ. କୋୟେଟେ, ଆର.ଏମ୍‌. ଫାରେଲ୍‌, ଏଚ୍‌ଏଲ୍‌ ଫରଲିଂ, ଏ.ଜେ. ହେଲି, […]

Australia Women v England Women

Australia Women v England Women

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 11:33 AM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଦିଲ୍ଲୀର ଫିରୋଜ୍‌ ଶାହ କୋଟଲା ଷ୍ଟାଡିୟମରେ ଅପରାହ୍ନ ୩ ଟା ୩୦ରେ ଏହି ମ୍ୟାଚ୍‌ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୪ଟିରୁ ୩ଟିରେ ବିଜୟୀ ହୋଇଛି।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: କେ.ଏମ୍‌. ବିଏମ୍ସ, ଏମ.ଜେ. ବ୍ଲାକ୍‌ୱେଲ୍‌, ଏନ୍‌.ଜେ. କାରେ, ଏଲ୍‌. ଚିଟ୍‌ଲେ, ଏସ୍‌.ଜେ. କୋୟେଟେ, ଆର.ଏମ୍‌. ଫାରେଲ୍‌, ଏଚ୍‌ଏଲ୍‌ ଫରଲିଂ, ଏ.ଜେ. ହେଲି, ଜେ.ଏଲ୍‌. ଜୋନାସେନ୍‌, ଏମ୍‌.ଏମ୍‌. ଲାନିଂ, ବି.ଏଲ୍‌. ମୋନିଂ, ଇଏ ଓସ୍‌ବର୍ଣ୍ଣେ, ଇ.ଏ. ପେରୀ, ଏମ୍‌.ଏଲ୍‌. ସ୍କୁଟ୍‌, ଓ ଇ.ଜେ. ଭିଲାନୀ।

ଇଂଲଣ୍ଡ ସମ୍ଭାବ୍ୟ ଦଳ: ଟି.ଟି. ବିଉମୋଣ୍ଟ, କେ.ଏଚ୍‌. ବ୍ରୁଣ୍ଟ, ସି.ଏମ୍‌. ଇଡ୍‌ୱାର୍ଡସ, ଜି.ଏ. ଇଲ୍‌ୱିସ୍‌, ଏନ୍‌.ଇ. ଫରାଣ୍ଟ, ଏଲ୍‌.ଏସ୍‌. ଗ୍ରିନୱେ,  ଆର.ଏଲ୍‌. ଗ୍ରୁଣ୍ଡି, ଜି.ଏଲ୍‌. ଗୁନ୍‌, ଏ.ଇ. ଜୋନ୍ସ, ଏଚ୍‌.ସି. ନାଇଟ୍‌, ଏଲ୍‌.ଏ. ମାର୍ସ, ଏନ୍‌.ଆର୍‌. ସ୍କିଭିର, ଏ. ଶ୍ରୁବସୋଲ, ଏସ୍‌.ଜେ. ଟେଲର ଓ ଡି.ଏମ୍‌. ୱେଟ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos