ଖେଳ ରତ୍ନ ପାଇଁ ବଜରଙ୍ଗ ଓ ଭିନେଶଙ୍କ ନାମ ସୁପାରିସ୍

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲୁଏଫଆଇ) ନିକଟରେ ଏସିଆନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ବଜରଙ୍ଗ ପୁନିଆ ଓ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ଭିନେଶ ଫୋଗତଙ୍କ ନାମ ସୁପାରିସ୍ କରିଛି। ଗତ କିଛି ବର୍ଷ ହେବ ବଜରଙ୍ଗ ଓ ଭିନେଶଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଡବ୍ଲୁଏଫଆଇ ସୋମବାର ଦୁହିଁଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଛି। ବିଶ୍ୱର ଏକ ନମ୍ବର ରେସଲର୍ […]

vinesh and bajrang

vinesh and bajrang

Hemant Lenka
  • Published: Monday, 29 April 2019
  • Updated: 29 April 2019, 04:20 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରାଜୀବ ଗାନ୍ଧି 'ଖେଳ ରତ୍ନ' ପାଇଁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲୁଏଫଆଇ) ନିକଟରେ ଏସିଆନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ବଜରଙ୍ଗ ପୁନିଆ ଓ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ଭିନେଶ ଫୋଗତଙ୍କ ନାମ ସୁପାରିସ୍ କରିଛି।

ଗତ କିଛି ବର୍ଷ ହେବ ବଜରଙ୍ଗ ଓ ଭିନେଶଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଡବ୍ଲୁଏଫଆଇ ସୋମବାର ଦୁହିଁଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଛି। ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ନିକଟରେ ସିଆନରେ ଆୟୋଜିତ ଏସିଆନ୍ ଚାମ୍ପିଅନଶିପର ପୁରୁଷ ୬୫ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହି ୨୫ ବର୍ଷୀୟ ରେସଲର୍ ଗତବର୍ଷ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ସେହିପରି ଭିନେଶ ଏସିଆନ୍ ଚାମ୍ପିଅନଶିପରେ କେବଳ ବ୍ରୋଞ୍ଜ ପଦକ ଜିତିପାରି ଥିଲେ। ଯେହେତୁ ଭିନେଶ ନୂଆ ଓଜନ ବର୍ଗ ୫୩ କେଜିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ, ଏହି କାରଣରୁ ଏହି ବ୍ରୋଞ୍ଜ ପଦକ ତାଙ୍କ ପାଇଁ ବଡ଼ ଉପଲବ୍ଧି।

ସେ ୨୦୧୮ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ରେସଲର୍ ହୋଇଥିଲେ। ବଜରଙ୍ଗ ଓ ଭିନେଶଙ୍କ ବ୍ୟତୀତ ଡବ୍ଲୁଏଫଆଇ ରାହୁଲ ଆୱାରେ, ହରପ୍ରୀତ ସିଂହ, ଦିବ୍ୟା କାକରନ୍ ଓ ପୂଜା ଧାନ୍ଦାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି।

୨୫ ବର୍ଷୀୟ ପୂଜା ଗତବର୍ଷ ୱାର୍ଲ୍ଡ ଚାମ୍ପିଅନଶିପରେ ବ୍ରୋଞ୍ଜ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ୨୧ ବର୍ଷୀୟ ଦିବ୍ୟା ଏସିଆନ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାଛଡ଼ା ସେ ଗତବର୍ଷ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ତୃତୀୟ ସ୍ଥାନରେ ରହିଥିଲେ।

ଆୱାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ହରପ୍ରୀତ ରବିବାର ଏସିଆନ୍ ଚାମ୍ପିଅନଶିପରେ ରୌପ୍ୟ ପଦକ ହାସଲ କରିଥିଲେ। ଗତବର୍ଷ 'ଖେଳ ରତ୍ନ' ନମିଳିବାରୁ ବଜରଙ୍ଗ ନିରାଶ ପ୍ରକାଶ କରିଥିଲେ ଏବଂ କୋର୍ଟ ଯିବାକୁ ଧମକ ମଧ୍ୟ ଦେଇଥିଲେ। ସେତେବେଳେ କ୍ରିକେଟର ବିରାଟ୍ କୋହଲି ଓ ଭାରୋତ୍ତୋଳକ ମୀରାବାଈ ଚାନୁଙ୍କୁ ଏହି ପୁରସ୍କାର ମିଳିଥିଲା।

ଡବ୍ଲ୍ୟୁଏଫଆଇ ପ୍ରଶିକ୍ଷକଙ୍କୁ ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବୀରେନ୍ଦ୍ର କୁମାର ସୁଜିତ୍ ମାନ୍, ନରେନ୍ଦ୍ର କୁମାର ଓ ବିକ୍ରମ କୁମାରଙ୍କ ନାମ ସୁପାରିସ୍ କରିଛି। ଭୀମ୍ ସିଂହ ଓ ଜୟ ପ୍ରକାଶଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story