ବିସିସିଆଇକୁ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଲାଗି ଅର୍ଥ ଖର୍ଚ୍ଚ କରିବାକୁ ବିସିସିଆଇକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାଜକୋଟ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ ବିସିସିଆଇକୁ ୫୮.୬୬ ଲକ୍ଷ ଟଙ୍କା ଉଠାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍‌ ଟି.ଏସ୍‌ ଠାକୁର ମାମଲାର ବିଚାର କରି କହିଛନ୍ତି,“ଏହି ପରିମାଣର ଅର୍ଥ ବିସିସିଆଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରତି ମ୍ୟାଚ୍‌ରେ ଖର୍ଚ୍ଚ କରିପାରିବ।”

bcci

bcci

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 06:19 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଲାଗି ଅର୍ଥ ଖର୍ଚ୍ଚ କରିବାକୁ ବିସିସିଆଇକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାଜକୋଟ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ ବିସିସିଆଇକୁ ୫୮.୬୬ ଲକ୍ଷ ଟଙ୍କା ଉଠାଇବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଜଷ୍ଟିସ୍‌ ଟି.ଏସ୍‌ ଠାକୁର ମାମଲାର ବିଚାର କରି କହିଛନ୍ତି,“ଏହି ପରିମାଣର ଅର୍ଥ ବିସିସିଆଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରତି ମ୍ୟାଚ୍‌ରେ ଖର୍ଚ୍ଚ କରିପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story