୩ମାସ ସସ୍‌ପେଣ୍ଡ୍ ହେଲେ ଏହି ଭାରତ-ଏ କ୍ରିକେଟର୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୁବ କ୍ରିକେଟର ରିଙ୍କୁ ସିଂହଙ୍କୁ ବିନା ଅନୁମତିରେ କ୍ରିକେଟ୍ ଖେଳିବା ମହଙ୍ଗା ପଡ଼ିଛି। ଫଳସ୍ୱରୂପ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତିନିମାସ ସସପେଣ୍ଡ କରିଛି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଖେଳିଥିବା ରିଙ୍କୁ ନିକଟରେ ଆବୁଧାବିରେ ଆୟୋଜିତ ଅନଅଫିସିଆଲ୍ ଟି-୨୦ ଲିଗରେ ଭାଗ ନେଇଥିଲେ। ଉତ୍ତର ପ୍ରଦେଶର ପ୍ରଥମଶ୍ରେଣୀ କ୍ରିକେଟର୍ ରିଙ୍କୁ ଏହି ଲିଗରେ ଭାଗ ନେବା ପାଇଁ ବିସିସିଆଇଠାରୁ ଅନୁମତି ନେଇ ନଥିଲେ। […]

rinku singh

rinku singh

Hemant Lenka
  • Published: Thursday, 30 May 2019
  • Updated: 30 May 2019, 05:19 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୁବ କ୍ରିକେଟର ରିଙ୍କୁ ସିଂହଙ୍କୁ ବିନା ଅନୁମତିରେ କ୍ରିକେଟ୍ ଖେଳିବା ମହଙ୍ଗା ପଡ଼ିଛି। ଫଳସ୍ୱରୂପ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତିନିମାସ ସସପେଣ୍ଡ କରିଛି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଖେଳିଥିବା ରିଙ୍କୁ ନିକଟରେ ଆବୁଧାବିରେ ଆୟୋଜିତ ଅନଅଫିସିଆଲ୍ ଟି-୨୦ ଲିଗରେ ଭାଗ ନେଇଥିଲେ।

ଉତ୍ତର ପ୍ରଦେଶର ପ୍ରଥମଶ୍ରେଣୀ କ୍ରିକେଟର୍ ରିଙ୍କୁ ଏହି ଲିଗରେ ଭାଗ ନେବା ପାଇଁ ବିସିସିଆଇଠାରୁ ଅନୁମତି ନେଇ ନଥିଲେ। ଏହି କାରଣରୁ ଭାରତ-ଏ' ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ରିଙ୍କୁଙ୍କୁ ତତ୍କାଳ ପ୍ରଭାବରେ ତିନିମାସ ପର୍ଯ୍ୟନ୍ତ ସସପେଣ୍ଡ କରିଦିଆଯାଇଛି। ରିଙ୍କୁଙ୍କ ସସପେଣ୍ଡ ସମୟ ଜୁନ୍ ୧ ତାରିଖରୁ ଲାଗୁ ହେବ।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆବୁଧାବିରେ ଟି-୨୦ ଲିଗ୍ ଖେଳିବା ପାଇଁ ରିଙ୍କୁ ବିସିସିଆଇଠାରୁ ଅନୁମତି ନେଇ ନଥିଲେ। ସେ ବିସିସିଆଇ ନୀତିନିୟମର ଅବମାନନା କରିଛନ୍ତି। ବିସିସିଆଇ ଭବିଷ୍ୟତରେ ଏଭଳି ଉଲ୍ଲଙ୍ଘନକୁ ବରଦାସ୍ତ କରିବ ନାହିଁ। ଯଦି କୌଣସି ଖେଳାଳି ବିସିସିଆଇ ନୀତିନିୟମର ଅବମାନନା କରନ୍ତି, ତାହେଲେ ସେହି ଖେଳାଳିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସସପେଣ୍ଡ ଦ୍ୱାରା ରିଙ୍କୁ ଭାରତ-ଏ' ଟିମରୁ ବାଦ୍ ପଡ଼ିଛନ୍ତି।

ବିସିସିଆଇ ନିୟମ ଅନୁଯାୟୀ, ବୋର୍ଡ ସହ ଚୁକ୍ତିପ୍ରାପ୍ତ ଖେଳାଳି ବିନା ଅନୁମତିରେ କୌଣସି ବିଦେଶୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ନାହିଁ। ରିଙ୍କୁ ଆଇପିଏଲର ଦ୍ୱାଦଶ ସଂସ୍କରଣରେ କେକେଆର ପକ୍ଷରୁ ୫ ମ୍ୟାଚ୍ ଖେଳି ମାତ୍ର ୩୭ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story