ଚାଲିଗଲେ ବେନ ଷ୍ଟୋକ୍ସଙ୍କ ବାପା

କ୍ରୀଷ୍ଟଚର୍ଚ୍ଚ: ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବାପା ଗେଡ୍‌ ଶେଷରେ ବ୍ରେନ୍‌ କ୍ୟାନସର ସହ ଲଢ଼େଇ କରି ହାରିଯାଇଛନ୍ତି। ଆଜି କ୍ରୀଷ୍ଟଚର୍ଚ୍ଚରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଗେଡ୍‌ ହେଉଛନ୍ତି ରଗବୀ ଲିଗ୍‌ ଇଣ୍ଟରନ୍ୟାଶନାଲର ଜଣେ ପୂର୍ବତନ ଖେଳାଳି ଓ କୋଚ୍‌। ଗତବର୍ଷ ଠିକ୍‌ ଖ୍ରୀଷ୍ଟମାସ ପୂର୍ବରୁ ସେ ପ୍ରଥମଥର ପାଇଁ ଜୋହାନ୍ସବର୍ଗରେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ବ୍ରେନ୍‌ କ୍ୟାନସରେ ପୀଡ଼ିତ ହୋଇ […]

tg

tg

Hemant Lenka
  • Published: Tuesday, 08 December 2020
  • Updated: 08 December 2020, 08:28 PM IST

Sports

Latest News

କ୍ରୀଷ୍ଟଚର୍ଚ୍ଚ: ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବାପା ଗେଡ୍‌ ଶେଷରେ ବ୍ରେନ୍‌ କ୍ୟାନସର ସହ ଲଢ଼େଇ କରି ହାରିଯାଇଛନ୍ତି। ଆଜି କ୍ରୀଷ୍ଟଚର୍ଚ୍ଚରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ଗେଡ୍‌ ହେଉଛନ୍ତି ରଗବୀ ଲିଗ୍‌ ଇଣ୍ଟରନ୍ୟାଶନାଲର ଜଣେ ପୂର୍ବତନ ଖେଳାଳି ଓ କୋଚ୍‌। ଗତବର୍ଷ ଠିକ୍‌ ଖ୍ରୀଷ୍ଟମାସ ପୂର୍ବରୁ ସେ ପ୍ରଥମଥର ପାଇଁ ଜୋହାନ୍ସବର୍ଗରେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ବ୍ରେନ୍‌ କ୍ୟାନସରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

ତାଙ୍କର ଅକାଳ ବିୟୋଗ ସମ୍ପର୍କରେ ରଗବୀ କ୍ଲବ ୱାର୍କିଂଟନ ଟାଉନ ସୋଶାଲ ମିଡିଆରେ ସୂଚନା ଦେଇ ଶୋକ ପ୍ରକାଶ କରିଛି। ଚଳିତ ବର୍ଷ ଜାନୁଆରୀମାସରେ ବେନ ଷ୍ଟୋକ୍ସ ତାଙ୍କ ବାପାଙ୍କ ପାଖରେ ସମୟ କାଟିବା ପାଇଁ ସବୁ ପ୍ରକାରର କ୍ରିକେଟରୁ ଛୁଟି ନେଇ ନ୍ୟୁଜିଲ୍ୟାଣ୍ଡରେ ରହିଥିଲେ।

ଦୀର୍ଘ ୬ ମାସ ପରେ ସେ ଇଂଲଣ୍ଡ ଫେରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଅଗଷ୍ଟ ମାସରେ ସେ ପୁଣିଥରେ ତାଙ୍କ ବାପାଙ୍କ ପାଖକୁ ଯାଇଥିଲେ। ଏଥିପାଇଁ ସେ ଆଇପିଏଲ ଆରମ୍ଭରୁ କିଛି ମ୍ୟାଚ୍ ମଧ୍ୟ ଖେଳି ନଥିଲେ। ଗତ ସପ୍ତାହରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଖେଳିବା ପରେ ପୁଣି ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story