ଆଇପିଏଲ ଇତିହାସର ୭ ଶ୍ରେଷ୍ଠ ପାୱାର ପ୍ଲେ ବୋଲର ବାଛିଲେ ଏହି କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲର ଶ୍ରେଷ୍ଠ ୭ ପାୱାର ପ୍ଲେ ବୋଲର ବାଛିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ ହଗ। ସେ ଟ୍ୱିଟର ଜରିଆରେ ୩ ଦ୍ରୁତ ବୋଲର, ୩ ସ୍ପିନର ଓ ଜଣେ ଅଲରାଉଣ୍ଡର ଚୟନ କରିଛନ୍ତି। ଏହି ୭ ଖେଳାଳି ଆଇପିଏଲର ପାୱାର ପ୍ଲେରେ ଶ୍ରେଷ୍ଠ ବୋଲିଂ କରିପାରିବେ ବୋଲି ହଗ କହିଛନ୍ତି। ଟ୍ୱିଟରରେ ସେ ଏକ ଭିଡିଓ ପୋଷ୍ଟ କରି ଆଇପିଏଲର ସର୍ବକାଳୀନ ୩ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଭାରତର ଜାହିର ଖାନ, ମୁନାଫା […]

dc

dc

Hemant Lenka
  • Published: Saturday, 11 April 2020
  • Updated: 11 April 2020, 08:43 PM IST

ନୂଆଦିଲ୍ଲୀ: ଆଇପିଏଲର ଶ୍ରେଷ୍ଠ ୭ ପାୱାର ପ୍ଲେ ବୋଲର ବାଛିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ ହଗ। ସେ ଟ୍ୱିଟର ଜରିଆରେ ୩ ଦ୍ରୁତ ବୋଲର, ୩ ସ୍ପିନର ଓ ଜଣେ ଅଲରାଉଣ୍ଡର ଚୟନ କରିଛନ୍ତି। ଏହି ୭ ଖେଳାଳି ଆଇପିଏଲର ପାୱାର ପ୍ଲେରେ ଶ୍ରେଷ୍ଠ ବୋଲିଂ କରିପାରିବେ ବୋଲି ହଗ କହିଛନ୍ତି।

ଟ୍ୱିଟରରେ ସେ ଏକ ଭିଡିଓ ପୋଷ୍ଟ କରି ଆଇପିଏଲର ସର୍ବକାଳୀନ ୩ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଭାରତର ଜାହିର ଖାନ, ମୁନାଫା ପଟେଲ ଓ ଦକ୍ଷିଣ ଆଫ୍ରିକାର ମୋନି ମର୍କେଲଙ୍କୁ ବାଛିଛନ୍ତି। ସେହିପରି ସେ ପାୱାର ପ୍ଲେର ଶ୍ରେଷ୍ଠ ୩ ସ୍ପିନର ଭାବେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହରଭଜନ ସିଂହଙ୍କୁ ବାଛିଛନ୍ତି। ଏକାମାତ୍ର ଅଲରାଉଣ୍ଡର ଯିଏ ପାୱାରରେ ଭଲ ବୋଲିଂ କରିପାରିବେ, ସେ ହେଉଛନ୍ତି ଅଷ୍ଟ୍ରେଲିଆର ଶେନ ୱାଟଶନ।

ଏମାନେ କାହିଁକି ଶ୍ରେଷ୍ଠ ସେକଥା ମଧ୍ୟ ହଗ ଭିଡିଓ ଜରିଆରେ କହିଛନ୍ତି। ଜାହିର ଖାନ ଆଇପିଏଲରେ ୪୦ଟି ୱିକେଟ ନେଇଥିବା ବେଳେ ତାଙ୍କ ଇକୋନୋମି ରେଟ ୭.୦୪ ରହିଛି। ମୁନାଫ ପଟେଲ ୨୭ଟି ୱିକେଟ ନେଇଥିବା ବେଳେ ତାଙ୍କ ଇକୋନୋମି ୭.୦୩ ରହିଛି। ମୋନି ମର୍କେଲ ୩୫ଟି ୱିକେଟ ନେଇଥିଲେ ହେଁ ତାଙ୍କ ଇକୋନୋମି ରେଟ ୭.୪୭।

୩ ସ୍ପିନରଙ୍କ କଥା ବିଚାରକୁ ନେଲେ, ନାରିନ ଓଭର ପିଛା ୫.୯୮ ହାରରେ ରନ ଦେଇ ୨୪ ୱିକେଟ ନେଇଛନ୍ତି। ଅଶ୍ୱିନ ୬.୫୭ ହାରରେ ରନ ଦେଇ ୨୮ଟି ୱିକେଟ ନେଇଛନ୍ତି। ହରଭଜନ ସିଂହ ୨୫ଟି ୱିକେଟ ନେଇଥିଲେ ହେଁ ତାଙ୍କ ଇକୋନୋମି ରେଟ ୭.୩୧ ରହିଛି। ଶେନ ୱାଟସନ ୩୨ଟି ୱିକେଟ ନେଇ ଓଭର ପିଛା ୭.୧୮ ହାରରେ ରନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story