ଗୋଆରେ ବିବାହ କରିବେ ଯଶପ୍ରୀତ ବୁମ୍ରା, ଜାଣନ୍ତୁ ସେ କାହା ହାତ ଧରିବେ

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ବୁମ୍ରା ଛୁଟି ନେବା ପରେ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ସତକୁ ସତ ବୁମ୍ରା ବିବାହ କରିବାକୁ ଯାଉଛନ୍ତି। ଗୋଆରେ ମାର୍ଚ୍ଚ ୧୪-୧୫ରେ ବୁମ୍ରା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି। ଏହି ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ […]

Jasprit-Bumrah

Jasprit-Bumrah

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 12:05 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ବୁମ୍ରା ଛୁଟି ନେବା ପରେ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ସତକୁ ସତ ବୁମ୍ରା ବିବାହ କରିବାକୁ ଯାଉଛନ୍ତି। ଗୋଆରେ ମାର୍ଚ୍ଚ ୧୪-୧୫ରେ ବୁମ୍ରା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି।

[caption id="" align="aligncenter" width="862"]Is Sanjana Ganesan' the one' for Jasprit Bumrah? Twitterati react ଗୋଆରେ ମାର୍ଚ୍ଚ ୧୪-୧୫ରେ ବୁମ୍ରାଙ୍କ ବାହାଘର[/caption]

ଏହି ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିବେ। କରୋନା କଟକଣା ଯୋଗୁ ବୁମ୍ରା କାହାକୁ ବି ବିବାହ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିନାହାନ୍ତି। ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ଛୁଟି ନେଇଥିଲେ। ସେହିପରି ବିସିସିଆଇ ତାଙ୍କୁ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟି-୨୦ ସିରିଜରେ ବିଶ୍ରାମ ଦେଇଛି।

[caption id="" align="aligncenter" width="825"]sanjana-ganesan-0a - The Cricket Lounge ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ସଞ୍ଜନା[/caption]

କ୍ୱାରେଣ୍ଟାଇନ ନିୟମ ଲାଗୁ ହେଉଥିବାରୁ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ମଧ୍ୟ ଖେଳି ନପାରନ୍ତି। ତେଣୁ ବୁମ୍ରାଙ୍କୁ ଲମ୍ବା ଛୁଟି ମିଳିଛି। ଏଥିପାଇଁ ସେ ସଞ୍ଜନାଙ୍କୁ ଏହି ସମୟରେ ବିବାହ କରିବାକୁ ମନସ୍ତ କରିଛନ୍ତି।

ବିଭିନ୍ନ ଗଣମାଧ୍ୟମରେ ବୁମ୍ରା ଓ ସଞ୍ଜନାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲେ ହେଁ ଉଭୟ ଏଯାଏ ନିରବତା ଅବଲମ୍ବନ କରିଛନ୍ତି। ସଞ୍ଜନା ହେଉଛନ୍ତି ସ୍ପୋର୍ଟସ ଆଙ୍କର।

[caption id="" align="aligncenter" width="786"]IN PICS: Meet Sanjana Ganesan, Sports Anchor Indian Cricket Star Jasprit  Bumrah Is Rumoured To Be Marrying ସଞ୍ଜନା ହେଉଛନ୍ତି ସ୍ପୋର୍ଟସ ଆଙ୍କର।[/caption]

ସେ ସବୁବେଳେ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଭାଷ୍ୟକାର ସାଜନ୍ତି। ମଡେଲରୁ ଆଙ୍କର ବନିଥିବା ସଞ୍ଜନା ଆଇପିଏଲ ସହ ଏକାଧିକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ କରିଛନ୍ତି।

[caption id="" align="aligncenter" width="782"]Sanjana Ganesan Age, Boyfriend, Husband, Family, Career, Biography & More »  StarsUnfolded ଆଙ୍କର ବନିବା ପୂର୍ବରୁ ଏମଟିଭିରେ ପ୍ରସାରିତ plitsvilla 7ରେ ମଧ୍ୟ ନଜର ଆସିଥିଲେ।[/caption]

କେକେଆର ଡେୟାର୍‌ସ ନାଁରେ ସେ ଗୋଟିଏ ସପ୍ତାହିକ କାର୍ଯ୍ୟକ୍ରମରେ ଆଙ୍କରିଂ କରିଛନ୍ତି। ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ସଞ୍ଜନା ସ୍ପୋର୍ଟସ ଆଙ୍କର ବନିବା ପୂର୍ବରୁ ଏମଟିଭିରେ ପ୍ରସାରିତ plitsvilla 7ରେ ମଧ୍ୟ ନଜର ଆସିଥିଲେ।

ଅନ୍ୟପକ୍ଷରେ ଭାରତ ପାଇଁ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ବୁମ୍ରା ବିଶ୍ୱର ଜଣେ ଦକ୍ଷ ବୋଲର। କ୍ରିକେଟର ସବୁ ଫର୍ମାଟରେ ବୁମ୍ରା ନିଜର ଯାଦୁ ଦେଖାଇଛନ୍ତି।

Who is Sanjana Ganesan, Sports Presenter Jasprit Bumrah Is Rumoured To Be  Marrying?'ଆଇସିସି ଦିନିକିଆ ଓ ଟେଷ୍ଟ ରାଙ୍କିଙ୍ଗରେ ସେ ବର୍ତ୍ତମାନ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଦୀର୍ଘ ଦିନ ହେଲାଣି ସେ ଭାରତ ପାଇଁ ଟି-୨୦ରେ ନଜର ଆସୁ ନଥିବାରୁ ଏହି ଫର୍ମାଟରେ ତାଙ୍କ ବୋଲିଂ ରାଙ୍କିଙ୍ଗ ୧୫କୁ ଖସି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story