ଦିଲ୍ଲୀ ଟେଷ୍ଟରେ ଭାରତକୁ ଲଜ୍ଜା: ବିଶ୍ୱର ବିରଳ ଘଟଣା, ମାସ୍କ ପିନ୍ଧି କ୍ରିକେଟ୍‌ ଖେଳିଲେ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପ୍ରଦୂଷଣର ପ୍ରଭାବ କୋଟଲା ଟେଷ୍ଟରେ ଦେଖିବାକୁ ମିଳିଛି। ପ୍ରଦୂଷଣରୁ ନିଜକୁ ରକ୍ଷା କରିବା ପାଇଁ ଶ୍ରୀଲଙ୍କା ଖେଳାଳିମାନେ ପଡ଼ିଆରେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି। କୋଟଲା ଟେଷ୍ଚର ଆଜିର ଦିନରେ ବିରାଟ କୋହଲିଙ୍କ ଦ୍ୱିଶତକ ବ୍ୟତୀତ ମୁଖ୍ୟ ଆକର୍ଷଣ ଥିଲା ବାୟୁ ପ୍ରଦୂଷଣ। ଶ୍ରୀଲଙ୍କା ଖେଳାଳିମାନେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିବା ଯୋଗୁଁ ବାରମ୍ବାର ଖେଳ ବାଧାପ୍ରାପ୍ତ ହୋଇଥିଲା। ଭୋଜନ ବିରତି ପରେ ଫିଲଡିଂ କରୁଥିବା ଶ୍ରୀଲଙ୍କା ଖେଳାଳିମାନେ ମାସ୍କ ପିନ୍ଧି ପଡ଼ଇାକୁ […]

test-new_1512292678

test-new_1512292678

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପ୍ରଦୂଷଣର ପ୍ରଭାବ କୋଟଲା ଟେଷ୍ଟରେ ଦେଖିବାକୁ ମିଳିଛି। ପ୍ରଦୂଷଣରୁ ନିଜକୁ ରକ୍ଷା କରିବା ପାଇଁ ଶ୍ରୀଲଙ୍କା ଖେଳାଳିମାନେ ପଡ଼ିଆରେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି। କୋଟଲା ଟେଷ୍ଚର ଆଜିର ଦିନରେ ବିରାଟ କୋହଲିଙ୍କ ଦ୍ୱିଶତକ ବ୍ୟତୀତ ମୁଖ୍ୟ ଆକର୍ଷଣ ଥିଲା ବାୟୁ ପ୍ରଦୂଷଣ। ଶ୍ରୀଲଙ୍କା ଖେଳାଳିମାନେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିବା ଯୋଗୁଁ ବାରମ୍ବାର ଖେଳ ବାଧାପ୍ରାପ୍ତ ହୋଇଥିଲା। ଭୋଜନ ବିରତି ପରେ ଫିଲଡିଂ କରୁଥିବା ଶ୍ରୀଲଙ୍କା ଖେଳାଳିମାନେ ମାସ୍କ ପିନ୍ଧି ପଡ଼ଇାକୁ ଓହ୍ଲାଇଥିଲେ। ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଅମ୍ପାୟାରଙ୍କ ନିକଟରେ ବି ଅଭିଯୋଗ କରିଥିଲେ ସୁରଙ୍ଗା ଲକମାନ ଓ ଲାହିରୁ ଗାମେଜ। ଏଭଳି ପରିବେଶରେ ବୋଲିଂ କରିବାକୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ରାଜଧାନୀରେ ଏଭଳି ପ୍ରଦୂଷଣ ସମସ୍ୟା ଲାଗି ରହିଥିବା ବେଳେ କାହିଁକି ଏଠାରେ ମ୍ୟାଚ ଆୟୋଜନ କରାଗଲା ସେ ନେଇ ବିସିସିଆଇକୁ ଜବାବ ମାଗିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ଶ୍ରୀଲଙ୍କା ଖେଳାଳିଙ୍କ ବାରମ୍ବାର ଅଭିଯୋଗ ପରେ ବିରାଟ କୋହଲି ବାଧ୍ୟ ହୋଇ ଭାରତର ପ୍ରଥମ ପାଳି ଘୋଷଣା କରିଥିଲେ। ସେତେବେଳେ ଭାରତ ୭ ଓ୍ୱିକେଟ ହରାଇ ୫୩୬ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story