ଆଇପିଏଲ ନିଲାମରେ ସଚିନଙ୍କ ପୁଅ

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମ ହେବ। ଏହାପୂର୍ବରୁ ବିଭିନ୍ନ ପ୍ରାଞ୍ଚାଇଜ୍‌ ପକ୍ଷରୁ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଥିବା ଖେଳାଳିମାନଙ୍କୁ ବିଭିନ୍ନ ଦଳ ନିଲାମ ବେଳେ କିଣିବେ। ଏହି ୨୯୨ ଜଣ ଖେଳାଳିଙ୍କ ମଧ୍ୟରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ରହିଛନ୍ତି। ୨୧ ବର୍ଷୀୟ ଅର୍ଜୁନ ଅଲରାଉଣ୍ଡ କ୍ୟାଟାଗୋରୀରେ ଶଟଲିଷ୍ଟେଡ୍‌ ହୋଇଛନ୍ତି। ତାଙ୍କର ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା […]

arjun

arjun

Hemant Lenka
  • Published: Friday, 12 February 2021
  • Updated: 12 February 2021, 08:39 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମ ହେବ। ଏହାପୂର୍ବରୁ ବିଭିନ୍ନ ପ୍ରାଞ୍ଚାଇଜ୍‌ ପକ୍ଷରୁ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଥିବା ଖେଳାଳିମାନଙ୍କୁ ବିଭିନ୍ନ ଦଳ ନିଲାମ ବେଳେ କିଣିବେ। ଏହି ୨୯୨ ଜଣ ଖେଳାଳିଙ୍କ ମଧ୍ୟରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ରହିଛନ୍ତି।

୨୧ ବର୍ଷୀୟ ଅର୍ଜୁନ ଅଲରାଉଣ୍ଡ କ୍ୟାଟାଗୋରୀରେ ଶଟଲିଷ୍ଟେଡ୍‌ ହୋଇଛନ୍ତି। ତାଙ୍କର ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଛି। ଏହାର ଅର୍ଥ ନିଲାମ ବେଳେ ଏହି ଅର୍ଥରୁ ବିଭିନ୍ନ ଦଳ ତାଙ୍କୁ ନେବା ପାଇଁ ବୋଲି ଲଗାଇବେ। ଅର୍ଜୁନ ୨୦୨୧-୨୨ ସୟିଦ ମୁସ୍ତାକ ଅଲୀ ଟ୍ରଫି ଜରିଆରେ ଟି-୨୦ରେ ଡେବ୍ୟୁ କରିଛନ୍ତି। ସେ ମୁମ୍ବାଇ ପକ୍ଷରୁ ୨ଟି ମ୍ୟାଚ୍‌ ଖେଳି ଦୁଇଟି ୱିକେଟ ନେଇଛନ୍ତି। ହେଲେ ତାଙ୍କ ବୋଲିଂ ଇକୋନୋମି ୯.୫୭ ରହିଛି।

ଏହି ପ୍ରଦର୍ଶନକୁ ଆଧାର କରି ଅର୍ଜୁନଙ୍କୁ ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ଦଳରେ ସାମିଲ କରାଯାଇ ନାହିଁ। ଆଇପିଏଲ ପୂର୍ବରୁ ସେ ମୁମ୍ବାଇ ଦଳରେ ନଥିବାରୁ ଏହାର ପ୍ରଭାବ ନିଲାମ ପ୍ରକ୍ରିୟା ଉପରେ ପଡ଼ିବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଆଇପିଏଲରେ ନିଲାମ ହେବା ପାଇଁ ମୋଟ ୧୧୧୪ ଜଣ ଖେଳାଳି ନିଜକୁ ପଞ୍ଜିକରଣ କରିଥିଲେ। ତେବେ ଆଜି ମୋଟ ୨୯୨ ଜଣ ଖେଳାଳି ନିଲାମ ପାଇଁ ପ୍ରସ୍ତୁତ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୬୪ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ଅଛନ୍ତି। ୧୦ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ସର୍ବାଧିକ ୨ କୋଟି ରହିଛି। ଏହି ୧୦ ଖେଳାଳିଙ୍କ ମଧ୍ୟରେ ହରଭଜନ ସିଂହ ଓ କେଦାର ଯାଦବ ରହିଛନ୍ତି।

ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଆଇପିଏଲ ନିଲାମରେ ସାମିଲ ହେବେ। ତାଙ୍କ ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ରହିଛି। ୨୦୧୪ରେ ପୂଜାରା ଶେଷଥର ପାଇଁ ଆଇପିଏଲ ଖେଳିଥିଲେ। ଏହାପରେ ସେ ବାରମ୍ବାର ନିଲାମରେ ସାମିଲ ହୋଇଥିଲେ ହେଁ ତାଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story