କାଲିଠାରୁ ଆଇପିଏଲ: ୨୦୧୯ ପରେ ଫେରିଲା ଏହି ପରମ୍ପରା

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

IPL PhotoTwitter

Representational Image

Hemant Lenka
  • Published: Thursday, 30 March 2023
  • Updated: 30 March 2023, 05:58 PM IST

Sports

Latest News

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆଇପିଏଲର ୨୦୨୩ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସର ଲଢ଼େଇ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ହେବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ଗୁଜରାଟ ଗତବର୍ଷ ଆଇପିଏଲରେ ଡେବ୍ୟୁ କରିବା ସହ ଚାମ୍ପିୟନ ହୋଇଥିଲା। ଚେନ୍ନାଇ ଗତ ସଂସ୍କରଣରେ ଗୁଜରାଟକୁ ଭେଟିଥିଲେ ମଧ୍ୟ ଦଳକୁ ହାରିବାକୁ ପଡ଼ିଥିଲା। ତେଣୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଗୁଜରାଟ ଠାରୁ ଚେନ୍ନାଇ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ୨୦୧୯ର ଆଇପିଏଲ ପରମ୍ପରା ପୁଣି ୨୦୨୩ରେ ଫେରିଛି। ୨୦୧୯ ପରେ ଆଇପିଏଲରେ ପ୍ରଚଳିତ ଥିବା home ଓ away ସୂଚୀ ୨୦୨୩ରେ ପୁଣି ଲାଗୁ ହେବ। ଏହାର ଅର୍ଥ ସବୁ ଦଳ ନିଜ ନିଜ ହୋମଗ୍ରାଉଣ୍ଡ ସହ ଅନ୍ୟ ସ୍ଥାନରେ ମଧ୍ୟ ମ୍ୟାଚ୍‌ ଖେଳିବେ। ୨୦୨୦ରେ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମହାମାରୀ କରୋନା ଯୋଗୁ ଆଇପିଏଲର ଭେନ୍ୟୁ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Also Read

ଶେଷ ପୂରା ଆଇପିଏଲର ୨୦୨୦ ସଂସ୍କରଣକୁ ଭାରତକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୧ ଆଇପିଏଲ ଭାରତରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମାର୍ଦ୍ଧ ପରେ କରୋନା ଯୋଗୁ ଏହାକୁ ଅଧାର ବନ୍ଦ କରାଯାଇଥିଲା। ଏହାପରେ ଦ୍ୱିତୀୟ ଭାଗ ୟୁଏଇରେ ଖେଳାଯାଇଥିଲା।

ଗତବର୍ଷ ମହାମାରୀ ଯୋଗୁ କଟକଣା ମଧ୍ୟରେ ଭାରତରେ ଆଇପିଏଲ ଖେଳା ଯାଇଥିଲା। କେବଳ ୮ଟି ଭେନ୍ୟୁ- ମୁମ୍ବାଇ, ନଭି ମୁମ୍ବାଇ, କୋଲକାତା, ପୁଣେ ଓ ଅହମଦାବାଦରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା।

ହେଲେ ୨୦୨୩ରେ ସ୍ଥିତି ବଦଳିଛି। ପ୍ରତି ଟିମ ସେମାନଙ୍କ ହୋମ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ। ଇଡେନ ଗାର୍ଡେନସ(କୋଲକାତା ନାଇଟ ରାଇଡର୍ସ), ଏମ ଚିଦାମ୍ବରମ ଷ୍ଟାଡିମ(ଚେନ୍ନାଇ ସୁପର କିଙ୍ଗସ), ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ ସୁପର ଜିଆଣ୍ଟସ), ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ(ସନରାଇଜର୍ସ ହାଇଦ୍ରାବାଦ), ଅରୁଣ ଜେଟଲୀ ଷ୍ଟାଡିୟମ(ଦିଲ୍ଲୀ କ୍ୟାପିଟାଲ୍ସ), ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ ଇଣ୍ଡିଆନ୍ସ), ନରେନ୍ଦ୍ର ମୋଦି ଷ୍ଟାଡିୟମ (ଗୁଜରାଟ ଟାଇଟନ୍ସ) ଓ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର) ହେଉଛି ୮ଟି ଦଳର ହୋମ ଗ୍ରାଉଣ୍ତ।

ରାଜସ୍ଥାନ ରୟାଲ୍ସର ଦୁଇଟି ଘରୋଇ ଭେନ୍ୟୁ ରହିଛି। ଗୋଟିଏ ହେଲା ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ ଓ ଗୌହାଟୀର ବର୍ସାପରା ଷ୍ଟାଡିମ। ଜୟପୁରରେ ୫ଟି ଓ ଗୌହାଟୀରେ ୨ଟି ମ୍ୟାଚ୍‌ ଖେଳାଯିବ।

ପଞ୍ଜାବ କିଙ୍ଗସର ଦୁଇଟି ହୋମ ଗ୍ରାଉଣ୍ଡ ହେଲା ମୋହାଲିରେ ଥିବା ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ ଓ ଧର୍ମଶାଲାରେ ଥିବା ହିମାଚଳପ୍ରଦେଶ ଆସୋସିଏସନ ଷ୍ଟାଡିୟମ। ମୋହାଲିରେ ୫ଟି ଓ ଧର୍ମଶାଲାରେ ୨ଟି ଆଇପିଏଲ ମ୍ୟାଚ୍‌ ପଞ୍ଜାବ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story