କର୍ଣ୍ଣାଟକକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଜବରଦସ୍ତ ପ୍ରଦର୍ଶନ ଜାରି ରଖି ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଓଡ଼ିଶା ଆୟୋଜକ କର୍ଣ୍ଣାଟକକୁ ୪୨ ରନରେ ହରାଇ ଟାଇଟଲ୍ ମୁକାବିଲାରେ ସ୍ଥାନ ପକ୍କା କରିନେଇଛି। ସେମିଫାଇନାଲରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ପଙ୍କଜ ଭୁଏ […]

odisha

odisha

Ranjit Kumar Jena
  • Published: Monday, 15 February 2021
  • Updated: 15 February 2021, 10:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଜବରଦସ୍ତ ପ୍ରଦର୍ଶନ ଜାରି ରଖି ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଓଡ଼ିଶା ଆୟୋଜକ କର୍ଣ୍ଣାଟକକୁ ୪୨ ରନରେ ହରାଇ ଟାଇଟଲ୍ ମୁକାବିଲାରେ ସ୍ଥାନ ପକ୍କା କରିନେଇଛି।

ସେମିଫାଇନାଲରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ପଙ୍କଜ ଭୁଏ ସର୍ବାଧିକ ୫୪ ବଲରେ ୮୮ ରନ୍ ଓ ସୁଖରାମ ମାଝୀ ୪୭ ବଲରେ ୮୭ ରନ୍ କରିଥିଲେ। ସେହିପରି ନକୁଳ ବଡ଼ନାୟକ ୧୫ ରନ୍ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ଲୋକେଶ, ଉମେଶ ଓ କ୍ୟାପଟେନ୍ ସୁନୀଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୨୫ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା। କର୍ଣ୍ଣାଟକ ପକ୍ଷରୁ ପ୍ରକାଶ ୬୫ ବଲରେ ସର୍ବାଧିକ ୧୦୫ ରନ୍ କରିଥିବା ବେଳେ ସୁନୀଲ ୨୪, ଉମେଶ ୧୭ ଓ ଲୋକେଶ ୧୩ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ପଙ୍କଜ ଭୁଏ ଓ ତପନ ଗୌଡ଼ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଓଡ଼ିଶା ଆନ୍ଧ୍ର ପ୍ରଦେଶକୁ ଭେଟିବ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିବାରୁ ସନ୍ୟାସ କୁମାର ବେହେରା (OAS, DSSO head quarter, SSEPD, dpt govt of odisha), ପ୍ରକାଶ ରଥ (ମୁଖ୍ୟ ଉପଦେଷ୍ଟା CAVI, odisha), ବିରଞ୍ଚି ନାରାୟଣ ସାହୁ (ଯୁଗ୍ମ ସମ୍ପାଦକ, CAVI, odisha), ଯୋଗେନ୍ଦ୍ର ଯାନି (borad member CAVI, odisha) ଓ ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ sponser ADHIKAR foundationର ସମସ୍ତ କର୍ମକର୍ତ୍ତା ଏବଂ ଓଡିଶାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story