ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ୭ ୱିକେଟରେ ଜିତିଲା ଓସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଷଷ୍ଠ ମ୍ୟାଚରେ ଓସ୍କାର ୭ ୱିକେଟରେ ରେଡ୍ ଷ୍ଟାରକୁ ହରାଇଛି। ଏହି ମ୍ୟାଚରେ ରେଡ୍ ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଦଳ ପକ୍ଷରୁ ଶୁଭମ୍ ଭୂୟାଁ ଅପରାଜିତ ୭୪ ରନ୍ କରିଥିବା ବେଳେ […]

llcc

llcc

Ranjit Kumar Jena
  • Published: Friday, 26 February 2021
  • Updated: 26 February 2021, 06:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଷଷ୍ଠ ମ୍ୟାଚରେ ଓସ୍କାର ୭ ୱିକେଟରେ ରେଡ୍ ଷ୍ଟାରକୁ ହରାଇଛି। ଏହି ମ୍ୟାଚରେ ରେଡ୍ ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା।

ଦଳ ପକ୍ଷରୁ ଶୁଭମ୍ ଭୂୟାଁ ଅପରାଜିତ ୭୪ ରନ୍ କରିଥିବା ବେଳେ ସାଇ ନାରାୟଣ ୨୦ ଓ ସୋମାଶିଷ ବାରିକ ୧୬ ରନ୍ କରିଥିଲେ। ଓସ୍କାର ପକ୍ଷରୁ ଅଭିଷେକ ସାହୁ ୩୫ ରନ୍ ଦେଇ ୩ଟି ଓ ଆଦିତ୍ୟ ନନ୍ଦ ୧୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଜବାବରେ ଓସ୍କାର ୨୪.୫ ଓଭରରେ ୩ ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟୀ ହୋଇଛି। ଓସ୍କାରର ଆଦିତ୍ୟ ନନ୍ଦ ୬୪, ଆଶୁତୋଷ ପରିଡା ୩୬ ଓ ମୋହିତ୍ ଚକ୍ରବର୍ତ୍ତୀ ଅପରାଜିତ ୨୪ ରନ୍ କରିଥିଲେ। ରେଡ୍ ଷ୍ଟାର୍ ପକ୍ଷରୁ ସ୍ୱୟମ୍ ଭୂୟାଁ ୨ଟି ଓ ଜିତ୍ ପ୍ରକାଶ ଗୋଟିଏ ୱିକେଟ୍ ହାସଲ କରିଥିଲେ।

ଆଜି ମ୍ୟାଚରେ ଅତିଥି ଭାବେ ସୌର୍ଯ୍ୟରଞ୍ଜନ ପରିଜା, ନରେନ୍ ସାହୁ (ପୂର୍ବତନ କର୍ପୋରେଟର), ପବିତ୍ର ମୋହନ ବେହେରା ଯୋଗ ଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଦିତ୍ୟ ନନ୍ଦଙ୍କୁ ପୁରସ୍କୃତ କରିଥିଲେ। ଖେଳକୁ ଚନ୍ଦ୍ରମୋହନ ବରାଳ ଓ ଶାଶ୍ୱତୀ ଶତପଥୀ ପରିଚାଳନା କରିଥିଲେ। ଆସନ୍ତାକାଲି ଜାଗୃତି ଓ ବିବିସିଏ ମଧ୍ୟରେ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story