ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ଶତକ ମାରିଲେ ପୃଥ୍ୱୀ ଶ'

ଜୟପୁର: ଲଗାତର ଖରାପ ଫର୍ମ ଯୋଗୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଯୁବ ଓପ୍ନର ପୃଥ୍ୱୀ ଶ’ଙ୍କ ବ୍ୟାଟରୁ ବର୍ଷିଛି ରନ୍। ରବିବାର ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ପୃଥ୍ୱୀ ଜବରଦସ୍ତ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସ୍ ବଳରେ ମୁମ୍ବାଇ ଗ୍ରୁପ୍-ଡି’ର ଏକ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଛି। ଜୟପୁରିୟା ବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ […]

shaw

shaw

Ranjit Kumar Jena
  • Published: Sunday, 21 February 2021
  • Updated: 21 February 2021, 06:41 PM IST

Sports

Latest News

ଜୟପୁର: ଲଗାତର ଖରାପ ଫର୍ମ ଯୋଗୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଯୁବ ଓପ୍ନର ପୃଥ୍ୱୀ ଶ'ଙ୍କ ବ୍ୟାଟରୁ ବର୍ଷିଛି ରନ୍। ରବିବାର ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ପୃଥ୍ୱୀ ଜବରଦସ୍ତ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସ୍ ବଳରେ ମୁମ୍ବାଇ ଗ୍ରୁପ୍-ଡି'ର ଏକ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଛି।

ଜୟପୁରିୟା ବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ହିମ୍ମତ ସିଂହ ଶତକ, ଶିବାଙ୍କ ବଶିଷ୍ଟଙ୍କ ଅର୍ଦ୍ଧଶତକ ଓ ପ୍ରଦୀପ ସାଙ୍ଗୱାନଙ୍କ ଇନିଂସକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଦଳ ଏକ ସମୟରେ ୩୨ ରନ୍ ଭିତରେ ୬ ୱିକେଟ୍ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା। ତେବେ ହିମ୍ମତ ଓ ଶିବାଙ୍କ ଜବରଦସ୍ତ ବ୍ୟାଟିଂ କରି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ହିମ୍ମତ ୧୪୫ ବଲ୍ ଖେଳି ୬ ଚୌକା ଓ ୨ ଛକା ସହ ଅପରାଜିତ ୧୦୬, ଶିବାଙ୍କ ୭୦ ବଲରେ ୫୫ (୬ ଚୌକା) ଓ ପ୍ରଦୀପ ସାଙ୍ଗୱାନ୍ ଅପରାଜିତ ୨୮ (୨୦ ବଲ୍, ୪ ଚୌକା) ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟର ଶିଖର ଧୱନ୍ ଖାତା ଖୋଲିପାରିନଥିଲେ। ମୁମ୍ବାଇ ପକ୍ଷରୁ ଧୱଲ୍ କୁଲକର୍ଣ୍ଣି ୩ଟି ଓ ଶାମ୍ସ ମୁଲାନୀ ୨ଟି ୱିକେଟ୍ ନେଇଥିଲେ।

୨୧୨ ରନର ସହଜ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ୩୧.୫ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ପୃଥ୍ୱୀ ମାତ୍ର ୮୯ ବଲରେ ୧୫ ଚୌକା ଓ ୨ ଛକା ସହ ସର୍ବାଧିକ ୧୦୫ ରନ୍ କରି ଅପରାଜିତ ରହିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୩ ବଲରେ ୬ ଚୌକା ଓ ୨ ଛକା ସହ ୫୦ ଓ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ୩୯ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story