'ସାଢ଼େ ତିନି ଦିନରେ ଶେଷ ହୋଇଯିବ ଦ୍ୱିତୀୟ ଟେଷ୍ଟ'

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ପରେ ଚେପକର ପିଚକୁ ନେଇ ଖୁବ୍ ସମାଲୋଚନା ହୋଇଥିଲା। ପ୍ରଥମ ଦୁଇ ପର୍ଯ୍ୟନ୍ତ ଚେନ୍ନାଇର ପିଚ୍ ସମ୍ପୂର୍ଣ୍ଣ ଫ୍ଲାଟ୍ ରହିଥିଲା, ଯାହାର ଫାଇଦା ବୋଲରଙ୍କୁ ମିଳିନଥିଲା। ଇଂଲଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ଏବଂ ପରେ ଭାରତ ଏହି ମୁକାବିଲା ୨୨୭ ରନରେ ହାରିଯାଇଥିଲା। ଏବେ ସିରିଜର ଦ୍ୱିତୀୟ ଟେଷ୍ଟ ଏହି ମଇଦାନରେ ଶନିବାରଠାରୁ […]

aksh

aksh

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 08:34 PM IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ପରେ ଚେପକର ପିଚକୁ ନେଇ ଖୁବ୍ ସମାଲୋଚନା ହୋଇଥିଲା। ପ୍ରଥମ ଦୁଇ ପର୍ଯ୍ୟନ୍ତ ଚେନ୍ନାଇର ପିଚ୍ ସମ୍ପୂର୍ଣ୍ଣ ଫ୍ଲାଟ୍ ରହିଥିଲା, ଯାହାର ଫାଇଦା ବୋଲରଙ୍କୁ ମିଳିନଥିଲା। ଇଂଲଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ଏବଂ ପରେ ଭାରତ ଏହି ମୁକାବିଲା ୨୨୭ ରନରେ ହାରିଯାଇଥିଲା। ଏବେ ସିରିଜର ଦ୍ୱିତୀୟ ଟେଷ୍ଟ ଏହି ମଇଦାନରେ ଶନିବାରଠାରୁ ହେବ। କିନ୍ତୁ ଏଥର ଚେପକର ପିଚ୍ ସମ୍ପୂର୍ଣ୍ଣ ଅଲଗା ରହିଛି। ଚେପକର ଏହି ପିଚ୍ ନେଇ ପୂର୍ବତନ କ୍ରିକେଟର୍ ତଥା ଲୋକପ୍ରିୟ କମେଣ୍ଟେଟର୍ ଆକାଶ ଚୋପ୍ରା ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚୋପ୍ରା କହିଛନ୍ତି ଯେ ଦ୍ୱିତୀୟ ଟେଷ୍ଟ ସାଢ଼େ ତିନି ଦିନରେ ଶେଷ ହୋଇଯିବ।

ଇଏସପିଏନକ୍ରିକଇଫୋ ସହ କଥାବାର୍ତ୍ତା ବେଳେ ଆକାଶ କହିଛନ୍ତି, ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରୁ ହିଁ ପିଚ୍ ସ୍ପିନରଙ୍କୁ ସୁହାଇପାରେ। ଏହାସହ ଆକାଶ ଚୋପ୍ରା ଦ୍ୱିତୀୟ ଟେଷ୍ଟରେ ଟସ୍ ଭୂମିକା ସେତେଟା ନିର୍ଣ୍ଣାୟକ ହେବ ନାହିଁ ବୋଲି କହିଛନ୍ତି। କିନ୍ତୁ ଏହା ବୋଲରଙ୍କୁ ସୁହାଇବ। ତେଣୁ ୫ ଦିନର ଏହି ଟେଷ୍ଟ ମ୍ୟାଚ୍ ସାଢ଼େ ତିନି ଦିନରେ ଶେଷ ହୋଇପାରେ।

ଆକାଶ ଆହୁରି କହିଛନ୍ତି, ଚେପକର ଏହି ପିଚରେ ଟସର ସେଭଳି ଭୁମିକା ରହିବ ନାହିଁ। ଯଦି ଆପଣ ଭାବୁଛନ୍ତି ଟସ୍ ଜିତି ଏହି ପିଚରେ ଅଢ଼େଇ ଦିନ ପର୍ଯ୍ୟନ୍ତ ବ୍ୟାଟିଂ କରିବେ, ତାହେଲେ ଏହା ଭାବିବା ଭୁଲ୍। ଆପଣ ଏମିତି କରିପାରିବେ ନାହିଁ, କାରଣ ଏହି ପିଚ୍ ସେଭଳି ଦେଖାଯାଉନାହିଁ। ମ୍ୟାଚ୍ ୩ରୁ ୪ ଦିନ ଭିତରେ ଶେଷ ହୋଇଯିବ ବୋଲି ଆକାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story