୪ ମାସ ଯାଏ କ୍ରିକେଟ ଖେଳିପାରିବେ ନାହିଁ ଶ୍ରେୟସ ଆୟର

ପୁଣେ: ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟକା ଲାଗିଛି। କାନ୍ଧ ଜନିତ ସମସ୍ୟା ଯୋଗୁ ଷ୍ଟାର ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ବାକି ୨ଟି ଦିନିକିଆ ସହ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆୟର ଫିଲ୍ଡିଂ କରିବା ବେଳେ ତାଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା। ଏବେ ତାଙ୍କ ବାମ ପଟର କାନ୍ଧ ଡିସଲୋକେଟ ବା ଖସି ଯାଇଥିବା ଜଣାପଡ଼ିଛି। ସେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବାରୁ […]

shreyas-iyer

shreyas-iyer

Hemant Lenka
  • Published: Thursday, 25 March 2021
  • Updated: 25 March 2021, 11:30 AM IST

Sports

Latest News

ପୁଣେ: ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟକା ଲାଗିଛି। କାନ୍ଧ ଜନିତ ସମସ୍ୟା ଯୋଗୁ ଷ୍ଟାର ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ବାକି ୨ଟି ଦିନିକିଆ ସହ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆୟର ଫିଲ୍ଡିଂ କରିବା ବେଳେ ତାଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା।

ଏବେ ତାଙ୍କ ବାମ ପଟର କାନ୍ଧ ଡିସଲୋକେଟ ବା ଖସି ଯାଇଥିବା ଜଣାପଡ଼ିଛି। ସେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବାରୁ କାନ୍ଧରେ ଅସ୍ତ୍ରୋପଚାର କରିବେ। ଏଥିପାଇଁ ଅତିକମରେ ସେ ୪ ମାସ ଯାଏ କ୍ରିକେଟ ଖେଳିବେ ନାହିଁ। ଏହାର ଅର୍ଥ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ମଧ୍ୟ ଆୟରଙ୍କ ଜଲୱା ଦେଖିବାକୁ ମିଳିବ ନାହିଁ।

ଶ୍ରେୟସ ଆୟର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଗତବର୍ଷ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟ୍ରଫି ପାଇଁ ଲଢ଼େଇ କରିଥିଲା। ହେଲେ ଚଳିତ ବର୍ଷ ତାଙ୍କୁ ଆଉ ଦିଲ୍ଲୀ କ୍ୟାପିଟାଲ ଜର୍ସିରେ ଦେଖିବାକୁ ମିଳିବନାହିଁ। ତାଙ୍କ ବଦଳରେ ଋଷଭ ପନ୍ତ, ଷ୍ଟିଭ ସ୍ମିଥ କିମ୍ବା ରବି ଅଶ୍ୱିନଙ୍କ ମଧ୍ୟରୁ କାହାକୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ମିଳିପାରେ।

ବସିସିଆଇ ସୂତ୍ରରୁ ଜଣାପଡ଼ିଛି ଯେ ଆୟରଙ୍କ ଆହାତ ସମସ୍ୟା ବେଶ ଗୁରୁତର ରହିଛି। ତେଣୁ ସେ କେବଳ ଆଇପିଏଲର ପ୍ରଥମ ଭାଗ ନୁହେଁ, ବରଂ ପୂରା ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ ଖେଳିପାରିବେ ନାହିଁ। ସେ ନେଟ୍ସକୁ ଫେରିବା ପାଇଁ ଅତିକମରେ ୪ ମାସ ସମୟ ଲାଗିବ।

ସେହିପରି ଆୟର ଚଳିତ ବର୍ଷ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ବି ଚୁକ୍ତି କରିଥିଲେ। ଜୁଲାଇ ୨୩ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବାର ଥିଲା। ଏଥିପାଇଁ ଆୟର ଜୁଲାଇ ୧୫ ତାରିଖରେ ଓଲ୍ଡ ଟ୍ରାଫର୍ଡରେ ପହଞ୍ଚିଥାଆନ୍ତେ। ହେଲେ ଏବେ ସବୁ କିଛି ବନ୍ଦ ହୋଇଯାଇଛି।

ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆୟରଙ୍କୁ ଆଘାତ ଲାଗିଥିଲା। ଇଂଲଣ୍ଡ ଇନିଂସର ଅଷ୍ଟମ ଓଭରରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାରଷ୍ଟୋଙ୍କ ଶଟକୁ ରୋକିବା ପାଇଁ ଆୟର୍ ଡାଇଭ୍ ମାରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଡାଇଭ୍ ମାରୁଥିବା ବେଳେ ତାଙ୍କ ବାମ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା। ଏହା ପରେ ସେ ଆଉ ଫିଲ୍ଡିଂ କରିବାକୁ ସକ୍ଷମ ହୋଇନଥିଲେ। ସେ ସାଥୀ ଖେଳାଳି ଓ ଫିଜିଓଙ୍କ ସହାୟତାରେ ମଇଦାନରୁ ବାହାରକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story