ଗିଟାର ଦକ୍ଷତା ଦେଖାଇଲେ ଚହର, ଶାହାରୁଖଙ୍କ ଏହି ଗୀତ ସମସ୍ତଙ୍କୁ ଶୁଣାଇଲେ

ମେଲବର୍ଣ୍ଣ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ପ୍ରଥମଥର ପାଇଁ ତାଙ୍କର ଗିଟାର ବଜେଇବାର ଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌‌ ପାଇଁ ପ୍ରସ୍ତୁତ ହେଉଥିବା ଚହର ରବିବାର ଇନଷ୍ଟାଗ୍ରାମରେ ଗିଟାର ବଜାଉଥିବା ଭିଡିଓ ଅପଲୋଡ କରିଛନ୍ତି। ଏଥିରେ ସେ ବଲିଉଡ କିଙ୍ଗ ଶାହାରୁଖ ଖାନ୍‌ଙ୍କ ଗୋଟିଏ ସୁପରହିଟ୍‌ ଫିଲ୍ମର ଗୀତ ଗିଟାର ଦ୍ୱାରା ବଜାଉଛନ୍ତି। ସିଡନୀରେ ଅଭ୍ୟାସ ପାଇଁ ଯିବା ପୂର୍ବରୁ ସେ ଏଭଳି ଗିଟାର ବଜାଇଥିଲେ। […]

dc

dc

Hemant Lenka
  • Published: Monday, 23 November 2020
  • Updated: 23 November 2020, 02:04 PM IST

Sports

Latest News

ମେଲବର୍ଣ୍ଣ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ପ୍ରଥମଥର ପାଇଁ ତାଙ୍କର ଗିଟାର ବଜେଇବାର ଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌‌ ପାଇଁ ପ୍ରସ୍ତୁତ ହେଉଥିବା ଚହର ରବିବାର ଇନଷ୍ଟାଗ୍ରାମରେ ଗିଟାର ବଜାଉଥିବା ଭିଡିଓ ଅପଲୋଡ କରିଛନ୍ତି। ଏଥିରେ ସେ ବଲିଉଡ କିଙ୍ଗ ଶାହାରୁଖ ଖାନ୍‌ଙ୍କ ଗୋଟିଏ ସୁପରହିଟ୍‌ ଫିଲ୍ମର ଗୀତ ଗିଟାର ଦ୍ୱାରା ବଜାଉଛନ୍ତି।

ସିଡନୀରେ ଅଭ୍ୟାସ ପାଇଁ ଯିବା ପୂର୍ବରୁ ସେ ଏଭଳି ଗିଟାର ବଜାଇଥିଲେ। ସେ ଭିଡିଓର କ୍ୟାପସନ Mood before practice #quarantine #life ରଖିଛନ୍ତି। ଶାହାରୁଖଙ୍କ ସୁପରହିଟ୍‌ ଫିଲ୍ମ ଡିଡିଏଲରର ଟାଇଟଲ ଟ୍ରକ୍‌କୁ ଗିଟାର ଯୋଗେ ଚହର ଅତି ଚମତ୍କାର ଢଙ୍ଗରେ ବଜାଇ ଫ୍ୟାନ୍‌ଙ୍କ ମନ କିଣିବାକୁ ସକ୍ଷମ ହୋଇଛନ୍ତି। ଏହାକୁ ଅନେକ ଲୋକ ପସନ୍ଦ କରିବା ସହ ଶେୟାର ମଧ୍ୟ କରିବାରେ ଲାଗିଛନ୍ତି।

ଚହରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ସ୍ଥାନ ମିଳିନାହିଁ। କିନ୍ତୁ ସେ ଟି-୨୦ ସିରିଜ୍‌ ଖେଳିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ୩ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ। ଏହାପରେ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story