ଡ୍ରିଙ୍କ୍‌ସ ସୁଦ୍ଧା ଭାରତ ୧୬ ଓଭରରେ ୮୧/୦

ଲଣ୍ଡନ: ଚଳିତ ବିଶ୍ୱକପର ୧୪ତମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଭାରତର ଦୁଇ ଓପ୍ନର ଶିଖର ଧୱନ ଓ ରୋହିତ୍ ଶର୍ମା ଆରମ୍ଭରୁ ଅଷ୍ଟ୍ରେଲିଆ ପେସ୍ ଆକ୍ରମଣକୁ ସତର୍କତାର ସହ ଖେଳିଥିଲେ। ଆଉଟ୍ ଅଫ୍ ଫର୍ମରେ ଥିବା ଶିଖର ଧୱନ୍ ପ୍ରାରମ୍ଭିକ କିଛି ବଲରେ ସଂଘର୍ଷ କରିଥିଲେ, କିନ୍ତୁ ଏହା ପରେ ସେ ନେଥନ୍ […]

dhawan

dhawan

Hemant Lenka
  • Published: Sunday, 09 June 2019
  • Updated: 09 June 2019, 04:14 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପର ୧୪ତମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଭାରତର ଦୁଇ ଓପ୍ନର ଶିଖର ଧୱନ ଓ ରୋହିତ୍ ଶର୍ମା ଆରମ୍ଭରୁ ଅଷ୍ଟ୍ରେଲିଆ ପେସ୍ ଆକ୍ରମଣକୁ ସତର୍କତାର ସହ ଖେଳିଥିଲେ।

ଆଉଟ୍ ଅଫ୍ ଫର୍ମରେ ଥିବା ଶିଖର ଧୱନ୍ ପ୍ରାରମ୍ଭିକ କିଛି ବଲରେ ସଂଘର୍ଷ କରିଥିଲେ, କିନ୍ତୁ ଏହା ପରେ ସେ ନେଥନ୍ କୁଲ୍ଟର୍-ନାଇଲଙ୍କ ପ୍ରଥମ ଓଭରରେ ତିନୋଟି ଆକର୍ଷଣୀୟ ଚୌକା ମାରି ଲୟକୁ ଫେରିଛନ୍ତି। ସେହିପରି ରୋହିତ୍ ମଧ୍ୟ ସେଟ୍ ହେବା ପରେ ହାତ ଖୋଲା ଶଟ୍ ଖେଳିଛନ୍ତି। ଡ୍ରିଙ୍କସ ବ୍ରେକ ସୁଦ୍ଧା ଭାରତ ୬୦ ଓଭରରେ ବିନା ୱିକେଟ୍ ହରାଇ ୮୧ ରନ୍ କରିଛି। ରୋହିତ୍ ୩୨ ରନ୍ ଏବଂ ଧୱନ୍ ୪୬ ରନ୍ କରି ଅପରାଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story