ଦେଶ ପାଇଁ ପୁଣି ଗୌରବ ଆଣିଲେ ଦୂତୀ: ୨୦୦ ମିଟର୍‌ରେ ଜିତିଲେ ରୌପ୍ୟ

ଜାକର୍ତ୍ତା: ଭାରତ ପାଇଁ ପୁଣି ଥରେ ଗୌରବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍‌ ଗେମ୍ସରେ ଏହି ଓଡ଼ିଆ ଧାବିକା ଦୌଡ଼ ଇଭେଣ୍ଟରେ ପୁଣି ରୌପ୍ୟ ପଦକ ହାସଲ କରିଛନ୍ତି। ୨୦୦ ମିଟର୍‌ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଦୂତୀ ୨୩.୨ ସେକେଣ୍ଡରେ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ଦୂତୀ ରୌପ୍ୟ ପଦକ ଜିତିଥିଲେ। ବାହାରିନ୍‌ର ଇଡିଡିଓଙ୍ଗ […]

DUTEECHAND

DUTEECHAND

Biswobandita Swain
  • Published: Wednesday, 29 August 2018
  • Updated: 29 August 2018, 02:10 PM IST

Sports

Latest News

ଜାକର୍ତ୍ତା: ଭାରତ ପାଇଁ ପୁଣି ଥରେ ଗୌରବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍‌ ଗେମ୍ସରେ ଏହି ଓଡ଼ିଆ ଧାବିକା ଦୌଡ଼ ଇଭେଣ୍ଟରେ ପୁଣି ରୌପ୍ୟ ପଦକ ହାସଲ କରିଛନ୍ତି।

୨୦୦ ମିଟର୍‌ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଦୂତୀ ୨୩.୨ ସେକେଣ୍ଡରେ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି।

ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ଦୂତୀ ରୌପ୍ୟ ପଦକ ଜିତିଥିଲେ।

ବାହାରିନ୍‌ର ଇଡିଡିଓଙ୍ଗ ଓଡିଓଙ୍ଗ ୨୨.୯୬ ସେକେଣ୍ଡ ଟାଇମିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚୀନ୍‌ର ୱି ୟୋନ୍‌ଗିଲ୍‌ ୨୩,୨୭ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ବ୍ରୋଞ୍ଜ  ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story