ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଭାଗ ନେବେ କିପ୍‌ଚୋଗେ

ନୂଆଦିଲ୍ଲୀ: ନଭେମ୍ୱର ୨୦ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଏୟାରଟେଲ୍‌ ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଭାଗ ନେବେ ରିଓ ଅଲମ୍ପିକ୍‌ ବିଜେତା ଇଲିୟୁଡ୍‌ କିପ୍‌ଚୋଗେ। ସେ ୩ ବର୍ଷରେ ୭ଟା ମାରାଥନ୍‌ରେ ଭାଗ ନେଇ ବିଜୟୀ ହୋଇଛନ୍ତି।

କିପ୍‌ଚୋଗେ କହିଛନ୍ତି,“୬ ବର୍ଷ ତଳେ ଦିଲ୍ଲୀରେ କମନ୍‌ୱେଲ୍‌ଥ୍‌ ଗେମ୍‌ରେ ଭାଗ ନେଇଥିଲି। ଏଥିରେ ମୁଁ ଭାଗ ନେଇ ରୌପ୍ୟ ପଦକ ପାଇଥିଲି। ସେହି ମୁହୂର୍ତ୍ତ ମୋ ପାଇଁ ଗୌରବମୟ ଥିଲା। ଏବେ ଦ୍ୱିତୀୟ ଥର ପାଇଁ ମୁଁ ଭାରତ ଆସୁଛି।”

ଆହୁରି ପଢ଼ନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ