ଆଶେଷ ସିରିଜ୍‌ ପାଇଁ ଇଂଲଣ୍ଡ ଘୋଷଣା କଲା ଟିମ୍, ଜାଣନ୍ତୁ କିଏ ରହିଲେ

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୧ରୁ ଆଶେଷ ସିରିଜ୍‌ ଆରମ୍ଭ ହେବ। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପାଇଁ ଆଜି ଇଂଲଣ୍ଡ ୧୪ ଜଣିଆ ସ୍କ୍ୱାଡ୍‌ ଘୋଷଣା କରିଛି। ପ୍ରଥମଥର ପାଇଁ ଇଂଲଣ୍ଡ ଟେଷ୍ଟ ଟିମ୍‌ରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଛି। ପ୍ରଥମଥର ୨୦୧୯ରେ ଦିନିକିଆ ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ଟିମ୍‌ର ପ୍ରମୁଖ ସଦସ୍ୟ ଭାବେ ଜୋଫ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେ ବିଶ୍ୱକପରେ […]

ee

ee

Hemant Lenka
  • Published: Saturday, 27 July 2019
  • Updated: 27 July 2019, 05:36 PM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୧ରୁ ଆଶେଷ ସିରିଜ୍‌ ଆରମ୍ଭ ହେବ। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପାଇଁ ଆଜି ଇଂଲଣ୍ଡ ୧୪ ଜଣିଆ ସ୍କ୍ୱାଡ୍‌ ଘୋଷଣା କରିଛି। ପ୍ରଥମଥର ପାଇଁ ଇଂଲଣ୍ଡ ଟେଷ୍ଟ ଟିମ୍‌ରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଛି।

ପ୍ରଥମଥର ୨୦୧୯ରେ ଦିନିକିଆ ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ଟିମ୍‌ର ପ୍ରମୁଖ ସଦସ୍ୟ ଭାବେ ଜୋଫ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେ ବିଶ୍ୱକପରେ ୨୦ଟି ୱିକେଟ୍‌ ଦଖଲ କରିଥିଲେ।

ପୂର୍ବ ଭଳି ଜୋ ରୁଟ୍‌ ଅଧିନାୟକ ପଦରେ ରହିଥିବା ବେଳେ ତାଙ୍କ ଡେପୁଟି ଭାବେ ବେନ୍‌ ଷ୍ଟୋକ୍ସଙ୍କୁ ଚୟନ କରାଯାଇଛି। ପୂର୍ବରୁ ଷ୍ଟୋକ୍ସ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଉପ ଅଧିନାୟକ ଥିଲେ। କିନ୍ତୁ ୨୦୧୮ ବ୍ରିଷ୍ଟଲରେ ହୋଇଥିବା ଏକ ମାରପିଟ୍‌ ଘଟଣାରେ ତାଙ୍କ ସମ୍ପୃକ୍ତିକୁ ନେଇ ବିବାଦ ସୃଷ୍ଟି ହେବାରୁ ଷ୍ଟୋକ୍ସଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।

ଆୟର୍ଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରୁ ଆହତ ହୋଇ ବାଦ୍ ପଡ଼ିଥିବା ଜେମ୍ସ ଆଣ୍ଡରସନ୍ ଦଳକୁ କମବ୍ୟାକ୍ କରିଛନ୍ତି। ତେବେ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନାଇଟ୍‌ ୱାଚ୍‌ମ୍ୟାନ ଭାବେ ଆସି ୯୨ ରନ୍‌ର ଇନିଂସ୍‌ ଖେଳିଥିବା ଜ୍ୟାକ ଲେଆଶଙ୍କୁ ଆଶେଷ ସିରିଜ୍‌ ସ୍କ୍ୱାଡ୍‌ରେ ସାମିଲ କରାଯାଇ ନାହିଁ।

ଇଂଲଣ୍ଡ ସ୍କ୍ୱାଡ୍‌: ଜୋ ରୁଟ୍‌(ଅଧିନାୟକ), ବେନ୍‌ ଷ୍ଟୋକ୍ସ(ଉପ ଅଧିନାୟକ), ଜେସନ ରୟ, ଜୋ ଡେନଲୀ, ଜନ୍ନି ବେୟାରଷ୍ଟୋ(ୱି), ଆର ବ୍ରୁନ୍ସ, ମୋଇନ ଅଲ୍ଲୀ, ଓଲେ ଷ୍ଟୋନ, ଜୋସ୍ ବଟଲର, ଜୋଫ୍ରା ଆର୍ଚର, କ୍ରିସ୍‌ ୱିକ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ ଓ ସାମ କରାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story