ଭାଇର ମୃତ୍ୟୁ ସତ୍ତ୍ୱେ ବିଶ୍ୱକପ୍ ଖେଳିଥିଲେ ଇଂଲଣ୍ଡର ଏହି ଷ୍ଟାର୍ ବୋଲର୍

ଲଣ୍ଡନ: ନିଜର ପେସ୍ ଓ ସଠିକ୍ ଲାଇନ୍ ଲେନ୍ଥ ଦମରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ୍ କରାଇଥିବା ଜୋଫ୍ରା ଆର୍ଚରଙ୍କ ସମ୍ପର୍କୀୟ (ଦାଦା) ଭାଇଙ୍କୁ ବାର୍ବାଡୋସରେ ହତ୍ୟା କରାଯାଇଛି। ଆର୍ଚରଙ୍କ ଭାଇ ବ୍ଲାକମ୍ୟାନ୍ ମାତ୍ର ୨୪ ବର୍ଷୀୟ ଥିଲେ ଏବଂ ଯେଉଁଦିନ ଇଂଲଣ୍ଡ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲା, ଏହାର ପରଦିନ ତାଙ୍କୁ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ନିଜ ଭାଇର ହତ୍ୟା ଖବର ଶୁଣି ଆର୍ଚର୍ ଭାଙ୍ଗିପଡ଼ିଥିଲେ। ଆର୍ଚର୍ ଓ ବ୍ଲାକମ୍ୟାନ୍ ପରସ୍ପରର […]

archer

archer

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 09:22 PM IST

Sports

Latest News

ଲଣ୍ଡନ: ନିଜର ପେସ୍ ଓ ସଠିକ୍ ଲାଇନ୍ ଲେନ୍ଥ ଦମରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ୍ କରାଇଥିବା ଜୋଫ୍ରା ଆର୍ଚରଙ୍କ ସମ୍ପର୍କୀୟ (ଦାଦା) ଭାଇଙ୍କୁ ବାର୍ବାଡୋସରେ ହତ୍ୟା କରାଯାଇଛି। ଆର୍ଚରଙ୍କ ଭାଇ ବ୍ଲାକମ୍ୟାନ୍ ମାତ୍ର ୨୪ ବର୍ଷୀୟ ଥିଲେ ଏବଂ ଯେଉଁଦିନ ଇଂଲଣ୍ଡ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲା, ଏହାର ପରଦିନ ତାଙ୍କୁ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ନିଜ ଭାଇର ହତ୍ୟା ଖବର ଶୁଣି ଆର୍ଚର୍ ଭାଙ୍ଗିପଡ଼ିଥିଲେ। ଆର୍ଚର୍ ଓ ବ୍ଲାକମ୍ୟାନ୍ ପରସ୍ପରର ବହୁତ ଘନିଷ୍ଠ ଥିଲେ। ହତ୍ୟାର କିଛି ଦିନ ପୂର୍ବେ ଆର୍ଚର୍ ନିଜ ଭାଇ ସହ କଥା ହୋଇଥିଲେ।

ଆର୍ଚର ଏହି ଘଟଣାରେ ବହୁତ ଦୁଃଖୀ ଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ବିଶ୍ୱକପ୍ ଉପରେ ପୂରା ଫୋକସ୍ କରିଥିଲେ ଏବଂ ମାତ୍ର ୧୧ ମ୍ୟାଚରେ ୨୦ ୱିକେଟ୍ ନିଜ ନାମରେ କରିଥିଲେ। ଫାଇନାଲରେ ଆର୍ଚର ସୁପର ଓଭର ପକାଇଥିଲେ ଏବଂ ଇଂଲଣ୍ଡକୁ ଚାମ୍ପିଅନ୍ କରାଇଥିଲେ।

ଆର୍ଚରଙ୍କ ପିତା ଫ୍ରାଙ୍କ୍ କହିଛନ୍ତି, ବ୍ଲାକମ୍ୟାନ୍ ଆର୍ଚରଙ୍କ ଅତି ନିକଟତର ଥିଲା। ବ୍ଲାକମ୍ୟାନଙ୍କ ମୃତ୍ୟୁ ପୂର୍ବରୁ ଆର୍ଚର ତାଙ୍କୁ ମେସେଜ୍ କରିଥିଲେ। ବ୍ଲାକମ୍ୟାନଙ୍କ ମୃତ୍ୟୁ ଆର୍ଚରଙ୍କୁ ବହୁତ ବଡ଼ ଝଟକା ଦେଇଥିଲା, କିନ୍ତୁ ସେ ଖେଳିବା ଜାରି ରଖିଥିଲେ।

ଆର୍ଚରଙ୍କ ଭାଇ ବ୍ଲାକମ୍ୟାନଙ୍କ ମର୍ଡର୍ ମେ’ ୩୧ ତାରିଖରେ ନିଜ ଘର ବାହାରେ ହୋଇଥିଲା। ବ୍ଲାକମ୍ୟାନ୍ ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଜ ଘର ବାହାରେ ବସିଥିଲେ, ସେହି ସମୟରେ ତାଙ୍କ କାର୍ ଉପରକୁ ଗୁଳି ବର୍ଷା ହୋଇଥିଲା। ଘଟଣାସ୍ଥଳରେ ହିଁ ବ୍ଲାକମ୍ୟାନଙ୍କ ମୃତ୍ୟୁ ହୋଇଥିଲା। ଯେଉଁ ସମୟରେ ଏହି ହତ୍ୟାକାଣ୍ଡ ହୋଇଥିଲା, ସେହି ସମୟରେ ତାଙ୍କ ଗାର୍ଲଫ୍ରେଣ୍ଡ ଏବଂ ୪ବର୍ଷର ପୁଅ ଘର ଭିତରେ ଥିଲେ। ତେବେ ତାଙ୍କୁ କିଏ ହତ୍ୟା କରିଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story