ଫିଞ୍ଚ ଓ ଖ୍ୱାଜାଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ଦମଦାର ଆରମ୍ଭ

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ ମ୍ୟାଚ୍‌ ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ଭ୍ରମଣକାରୀ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ଦୁଇ ଓପ୍ନର ତଥା ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଉସମାନ ଖ୍ୱାଜା । ଦୁହିଁଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୩ ଓଭରରେ ବିନା ୱିକେଟ୍ […]

t

t

Hemant Lenka
  • Published: Friday, 08 March 2019
  • Updated: 08 March 2019, 03:13 PM IST

Sports

Latest News

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ ମ୍ୟାଚ୍‌ ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ଭ୍ରମଣକାରୀ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ଦୁଇ ଓପ୍ନର ତଥା ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଉସମାନ ଖ୍ୱାଜା ।

ଦୁହିଁଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୩ ଓଭରରେ ବିନା ୱିକେଟ୍ ହରାଇ ୧୩୯ ରନ୍ କରିଛି । ଫିଞ୍ଚ୍ ୭୪ ଓ ଖ୍ୱାଜା ୫୮ ରନ୍ କରି ବ୍ୟାଟିଂ କରୁଛନ୍ତି। ଏହି ମ୍ୟାଚ୍‌ରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଝାଇ ରିଚାର୍ଡସନ୍ ଖେଳୁଛନ୍ତି । ସୂଚନାଯୋଗ୍ୟ, ଚଳିତ ସିରିଜ୍‌ରେ  ୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ‘କର ବା ମର’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story