ରବି ଶାସ୍ତ୍ରୀଙ୍କୁ କୋଚ ପଦରୁ ହଟାଇବାକୁ ଦାବି ଜୋର ଧରିଲା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀଙ୍କୁ ହଟାଇବା ପାଇଁ ଦାବି ଧୀରେଧୀରେ ଜୋର ଧରିବାରେ ଲାଗିଛି। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ୧-୪ରେ ହାରିବା ପରେ ଏଥିପାଇଁ ଅନେକ ପୂର୍ବତନ ଖେଳାଳି ସିଧାସଳଖ ରବି ଶାସ୍ତ୍ରୀଙ୍କୁ ହିଁ ଦାୟୀ କରି ଆସିଛନ୍ତି। ଏହି ତାଲିକାରେ ଏବେ ପୂର୍ବତନ ଭେଟରାନ୍‌ କ୍ରିକେଟର୍‌ ଚେତନ ଚୌହାନ ସାମିଲ ହୋଇଛନ୍ତି। ସିଅଳ ଇଂଲଣ୍ଡରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଚୌହାନ ସିଧାସଳଖ ଶାସ୍ତ୍ରୀଙ୍କୁ ଦାୟୀ କରିଛନ୍ତି। […]

raq

raq

Hemant Lenka
  • Published: Monday, 17 September 2018
  • Updated: 17 September 2018, 12:27 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀଙ୍କୁ ହଟାଇବା ପାଇଁ ଦାବି ଧୀରେଧୀରେ ଜୋର ଧରିବାରେ ଲାଗିଛି। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ୧-୪ରେ ହାରିବା ପରେ ଏଥିପାଇଁ ଅନେକ ପୂର୍ବତନ ଖେଳାଳି ସିଧାସଳଖ ରବି ଶାସ୍ତ୍ରୀଙ୍କୁ ହିଁ ଦାୟୀ କରି ଆସିଛନ୍ତି। ଏହି ତାଲିକାରେ ଏବେ ପୂର୍ବତନ ଭେଟରାନ୍‌ କ୍ରିକେଟର୍‌ ଚେତନ ଚୌହାନ ସାମିଲ ହୋଇଛନ୍ତି। ସିଅଳ

ଇଂଲଣ୍ଡରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଚୌହାନ ସିଧାସଳଖ ଶାସ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଏଥିସହ ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ତାଙ୍କୁ ବିସିସିଆଇ ତୁରନ୍ତ ବରଖାସ୍ତ କରୁ ବୋଲି ସେ ଦାବି କରିଛନ୍ତି।

ଚୌହାନ କହିଛନ୍ତି, ରବି ଶାସ୍ତ୍ରୀ ଜଣେ କ୍ରିକେଟ୍‌ ଭାଷ୍ୟକାର। ତାଙ୍କୁ ସେହି କାମ ଦିଆଯାଉ। ସେ କୋଚ୍‌ ହେବାର ଅଧିକାର ହରାଇଛନ୍ତି। ତେଣୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ, ଶାସ୍ତ୍ରୀଙ୍କୁ ବିସିସିଆଇ ତୁରନ୍ତ କୋଚ୍‌ ପଦରୁ ହଟାଇବା ଦରକାର। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଓପନର୍‌ ବ୍ୟାଟସ୍‌ମ୍ୟାନ୍‌ ବୀରେନ୍ଦର ସେହୱାଗ ମଧ୍ୟ ସମାନ ଦାବି କରିଥିଲେ।

[caption id="attachment_277058" align="aligncenter" width="981"] ଚେତନ ଚୌହାନ[/caption]

ଚୌହାନ ଆହୁରି କହିଛନ୍ତି, “ଟିମ୍‌ ଇଣ୍ଡିଆ ଇଂଲିଶ ମାଟିରେ ଆହୁରି ଭଲ ପ୍ରଦର୍ଶନ କରିପାରିଥାଆନ୍ତା। ଏପର କି ଉଭୟ ଟିମ୍‌ ବରାବର ଥିଲେ। କିନ୍ତୁ ଟିମ୍‌ ଇଣ୍ଡିଆ ଇଂଲଣ୍ଡର ଟେଲ୍ ଏଣ୍ଡର୍ ମାନଙ୍କୁ କାବୁ କରିବାରେ ଅକ୍ଷମ ହୋଇଛି। ଫଳରେ ଆମକୁ ମ୍ୟାଚ୍‌ ହାରିବାକୁ ପଡ଼ିଛି।”

ଏହି ପୂର୍ବତନ ଟେଷ୍ଟ ଓପନର୍‌ ବିଦେଶରେ ଖେଳିଥିବା ସବୁ ଭାରତୀୟ ଟିମ ମଧ୍ୟରେ ବିରାଟ୍‌ଙ୍କ ନେତୃତ୍ଵାଧୀନ ଟିମ୍‌ ଇଣ୍ଡିଆ ସବୁଠାରୁ ଶ୍ରେଷ୍ଠ ବୋଲି ଶାସ୍ତ୍ରୀ ଦେଇଥିବା ବୟାନକୁ ମଧ୍ୟ ନାପସନ୍ଦ କରିଛନ୍ତି।

ସେ କହିଛନ୍ତି, “ମୁଁ ଶାସ୍ତ୍ରୀଙ୍କ କଥାରେ ଏକମତ ନୁହେଁ। ୧୯୮୦ରେ ଯେଉଁ ଟିମ୍‌ ବିଦେଶ ଗସ୍ତ କରିଥିଲା, ସେହି ଟିମ୍‌ ହିଁ ସର୍ବଶ୍ରେଷ୍ଠ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story