ଆଇପିଏଲ ନିଲାମ: କାହା ପାଖରେ କେତେ ଖେଳାଳି ଓ ଟଙ୍କା

ନୂଆଦିଲ୍ଲୀ: ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେଉଛି। ନିଲାମ ପ୍ରକ୍ରିୟାରେ ସବୁ ଦଳର ଫ୍ରାଞ୍ଚାଇଜ୍‌ମାନେ ସାମିଲ ହୋଇ ସେମାନଙ୍କ ପାଖରେ ଥିବା ବଳକା ଟଙ୍କା ଅନୁସାରେ ଖେଳାଳି କିଣି ପାରିବେ। ପ୍ରତିବର୍ଷ ପ୍ରାଞ୍ଚାଇଜମାନଙ୍କୁ ୮୨ କୋଟି ଟଙ୍କା ମଧ୍ୟରେ ଖେଳାଳି କିଣିବା ପାଇଁ ଅନୁମତି ଥିବା ବେଳେ ୨୦୨୦ରେ ଏହାକୁ ୮୫ କୋଟି କରାଯାଇଛି। ଏବେ […]

3d

3d

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 06:28 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେଉଛି।

ନିଲାମ ପ୍ରକ୍ରିୟାରେ ସବୁ ଦଳର ଫ୍ରାଞ୍ଚାଇଜ୍‌ମାନେ ସାମିଲ ହୋଇ ସେମାନଙ୍କ ପାଖରେ ଥିବା ବଳକା ଟଙ୍କା ଅନୁସାରେ ଖେଳାଳି କିଣି ପାରିବେ।
ପ୍ରତିବର୍ଷ ପ୍ରାଞ୍ଚାଇଜମାନଙ୍କୁ ୮୨ କୋଟି ଟଙ୍କା ମଧ୍ୟରେ ଖେଳାଳି କିଣିବା ପାଇଁ ଅନୁମତି ଥିବା ବେଳେ ୨୦୨୦ରେ ଏହାକୁ ୮୫ କୋଟି କରାଯାଇଛି।

ଏବେ ଜାଣନ୍ତୁ କାହା ପାଖରେ କେତେ ଟଙ୍କା ଓ ଖେଳାଳି ଅଛନ୍ତି-

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖରେ ୨୭.୯ କୋଟି ଟଙ୍କା ରହିଛି। ଦଳ ଏହି ଅର୍ଥରେ ସର୍ବାଧିକ ୧୨ ଜଣ ଖେଳାଳିଙ୍କୁ କିଣି ପାରିବ। ସେହିପରି ଦଳ ଚାହିଁଲେ ୬ ଜଣ ବିଦେଶୀ ଖେଳାଳି ମଧ୍ୟ ନିଜ ସହ ସାମିଲ କରିପାରିବ। ୨୦୨୦ ଆଇପିଏଲ ପୂର୍ବରୁ ବେଙ୍ଗାଲୁରୁ ୧୩ ଜଣ ଖେଳାଳିଙ୍କୁ ରଖିଥିବା ବେଳେ ୧୨ ଜଣଙ୍କୁ ରିଲିଜ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ଫର୍ମରେ ଥିବା ଇଣ୍ଡିଜ ତାରକା ଶିମରନ ହେଟମେୟରଙ୍କୁ ଦଳ ରିଲିଜ କରିଦେଇଛି। ଏବେ ତାଙ୍କୁ ଦଳ ପୁଣିଥରେ କିଣିବାକୁ ପ୍ରୟାସ କରିବ।

ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୨୭.୮୫ କୋଟି ଟଙ୍କା ରହିଛି। ଦଳ ୧୧ ଜଣ ଖେଳାଳି କିଣି ପାରିବ। ଏହି ୧୧ ଜଣଙ୍କ ମଧ୍ୟରେ ବିଦେଶୀ ଖେଳାଳି ୫ ଜଣ ରହିପାରିବେ। ଦଳ ୧୪ ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିଥିବା ବେଳେ ୯ ଜଣଙ୍କୁ ଛାଡ଼ି ଦେଇଛି। ସେହିପରି ରାଜସ୍ଥାନ ରୟାଲ୍ସରୁ ଅଜିଙ୍କ୍ୟ ରାହଣେ ଓ ପଞ୍ଜାବ ପାଖରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳ ନିଜ ପାଖକୁ ଆଣିଛି।

ରାଜସ୍ଥାନ ରୟାଲ୍ସ ପାଖରେ ୨୮.୯ କୋଟି ଟଙ୍କା ରହିଛି। ଏହି ଅର୍ଥରେ ଦଳ ସର୍ବାଧିକ ୪ ବିଦେଶୀ ଖେଳାଳିଙ୍କ ସହ ୧୧ ଜଣଙ୍କୁ କିଣି ପାରିବ। ଦଳ ଏଥର ୧୪ ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିଥିଲା ଓ ୧୧ ଜଣଙ୍କୁ ରିଲିଜ କରିଥିଲା।

ଚେନ୍ନାଇ ସୁପରକିଙ୍ଗସ ପାଖରେ ୧୪.୬ କୋଟି ଟଙ୍କା ରହିଛି। ଦଳ ନିଲାମ ବେଳେ ସର୍ବାଧିକ ୫ ଜଣ ଖେଳାଳିଙ୍କୁ କିଣି ପାରିବ। ଦଳ ପାଖରେ ବିଦେଶୀ ଖେଳାଳିଙ୍କ ପାଇଁ ୨ଟି ସ୍ଲଟ ବାକି ରହିଛି। ଚେନ୍ନାଇ ୨୦ ଜଣ ଖେଳାଳିଙ୍କୁ ରଖିଥିଲା ଓ ୬ ଜଣଙ୍କୁ ଛାଡ଼ିଥିଲା।

ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଥିବା ୧୩.୦୫ କୋଟି ଟଙ୍କାରେ ଦଳ ୨ ବିଦେଶୀ ଖେଳାଳିଙ୍କ ସମେତ ୭ ଜଣଙ୍କୁ କିଣି ପାରିବ। ମୁମ୍ବାଇ ୧୮ ଜଣ ଖେଳାଳିଙ୍କୁ ରିଟେନ କରିଥିବା ବେଳେ ୧୦ ଜଣଙ୍କୁ ରିଲିଜ କରିଛି। ରିଲିଜ ଖେଳାଳିଙ୍କ ମଧ୍ୟରେ ଯୁବରାଜ ସିଂହ, ବେନ କଟିଂ, ଅଲଜାରି ଯୋଜେଫ ଓ ଇଭିନ ଲ୍ୟୁସଙ୍କ ଭଳି ଖେଳାଳି ରହିଛନ୍ତି।

କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ୪୨.୭ କୋଟି ଟଙ୍କା ରହିଛି। ଦଳ ଏହି ଅର୍ଥରେ ସର୍ବାଧିକ ୫ ଭାରତୀୟ ଓ ୪ ବିଦେଶୀ ଖେଳାଳି କିଣି ପାରିବ। ଏବେ ପଞ୍ଜାବ ସହ ୧୬ ଜଣ ଖେଳାଳି ଥିବା ବେଳେ ୭ ଜଣଙ୍କୁ ଉକ୍ତ ଫ୍ରାଞ୍ଚାଇଜ୍ ରିଲିଜ କରିଥିଲା। ରିଲିଜ ଖେଳାଳିଙ୍କ ମଧ୍ୟରେ ଆଣ୍ଡ୍ରୁ ଟାଇ, ଡାଭିଡ ମିଲର ଓ ବରୁଣ ଚକ୍ରବର୍ତ୍ତୀ ରହିଥିଲେ।

କୋଲକାତା ପାଖରେ ୩୫.୬୫ କୋଟି ଟଙ୍କା ରହିଛି। ଦଳ ସର୍ବାଧିକ ୧୧ ଜଣ ଖେଳାଳି କିଣି ପାରିବ। ଏହି ୧୧ ଜଣଙ୍କ ମଧ୍ୟରେ ୪ ବିଦେଶୀ ଖେଳାଳି ରହିପାରିବେ। ଦଳ ୧୪ ଜଣଙ୍କୁ ରଖିଥିବା ବେଳେ ରବିନ ଉଥାପ୍ପା, କ୍ରିସ ଲୀନ ଓ ପୀୟୂଷ ଚାୱଲାଙ୍କ ଭଳି ୧୧ ଜଣ ଖେଳାଳିଙ୍କୁ ରିଲିଜ କରିଥିଲା।

ହାଇଦ୍ରାବାଦ ପାଖରେ ୧୭ କୋଟି ଟଙ୍କା ରହିଛି। ଏହି ଅର୍ଥରେ ଦଳ ସର୍ବାଧିକ ୨ ବିଦେଶୀ ଖେଳାଳିଙ୍କ ସହ ୭ ଜଣଙ୍କୁ କିଣି ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story