ଆତଙ୍କବାଦ ଶେଷ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସବୁ ସଂପର୍କ ଛିନ୍ନ କରାଯାଉ:ଗମ୍ଭୀର

ନୂଆଦିଲ୍ଲୀ: ଆତଙ୍କବାଦ ଶେଷ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସବୁ ପ୍ରକାର ସଂପର୍କକୁ ଛିନ୍ନ କରାଯିବା ଉଚିତ୍ ବୋଲି ଆଜି କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ସେ କହିଛନ୍ତି,“ଖେଳ ଅପେକ୍ଷା ଭାରତୀୟଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ସହିତ କ୍ରିକେଟ୍ ଖେଳିବା କଥା ମୁଁ ଭାବୁ ନାହିଁ ମଧ୍ୟ।”

ଗମ୍ଭୀର କହିଛନ୍ତି,“ରାଜନୀତି ଓ ଖେଳକୁ ପୃଥକ କରି ଦେଖିବା ପୂର୍ବରୁ ପ୍ରତ୍ୟେକ ଭାରତୀୟ ନିଜକୁ ସେନାର ଯବାନଙ୍କ ସ୍ଥାନରେ ନିଜକୁ ରଖି ବିଚାର କରିବା ଉଚିତ୍। ଏସି ରୁମ୍‌ରେ ବସି କ୍ରିକେଟ୍ ଓ ବଲିଉଡ୍‌କୁ ରାଜନୀତି ସହିତ ନଯୋଡ଼ିବାକୁ ପରାମର୍ଶ ଦେବା ଠିକ୍ ନୁହେଁ।”

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ