ଆତଙ୍କବାଦ ଶେଷ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସବୁ ସଂପର୍କ ଛିନ୍ନ କରାଯାଉ:ଗମ୍ଭୀର

ନୂଆଦିଲ୍ଲୀ: ଆତଙ୍କବାଦ ଶେଷ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସବୁ ପ୍ରକାର ସଂପର୍କକୁ ଛିନ୍ନ କରାଯିବା ଉଚିତ୍ ବୋଲି ଆଜି କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ସେ କହିଛନ୍ତି,“ଖେଳ ଅପେକ୍ଷା ଭାରତୀୟଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ସହିତ କ୍ରିକେଟ୍ ଖେଳିବା କଥା ମୁଁ ଭାବୁ ନାହିଁ ମଧ୍ୟ।” ଗମ୍ଭୀର କହିଛନ୍ତି,“ରାଜନୀତି ଓ ଖେଳକୁ ପୃଥକ କରି ଦେଖିବା ପୂର୍ବରୁ ପ୍ରତ୍ୟେକ ଭାରତୀୟ ନିଜକୁ ସେନାର ଯବାନଙ୍କ ସ୍ଥାନରେ ନିଜକୁ ରଖି ବିଚାର କରିବା ଉଚିତ୍। ଏସି […]

gambhir

gambhir

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 05:43 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦ ଶେଷ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସବୁ ପ୍ରକାର ସଂପର୍କକୁ ଛିନ୍ନ କରାଯିବା ଉଚିତ୍ ବୋଲି ଆଜି କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ସେ କହିଛନ୍ତି,“ଖେଳ ଅପେକ୍ଷା ଭାରତୀୟଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ସହିତ କ୍ରିକେଟ୍ ଖେଳିବା କଥା ମୁଁ ଭାବୁ ନାହିଁ ମଧ୍ୟ।”

ଗମ୍ଭୀର କହିଛନ୍ତି,“ରାଜନୀତି ଓ ଖେଳକୁ ପୃଥକ କରି ଦେଖିବା ପୂର୍ବରୁ ପ୍ରତ୍ୟେକ ଭାରତୀୟ ନିଜକୁ ସେନାର ଯବାନଙ୍କ ସ୍ଥାନରେ ନିଜକୁ ରଖି ବିଚାର କରିବା ଉଚିତ୍। ଏସି ରୁମ୍‌ରେ ବସି କ୍ରିକେଟ୍ ଓ ବଲିଉଡ୍‌କୁ ରାଜନୀତି ସହିତ ନଯୋଡ଼ିବାକୁ ପରାମର୍ଶ ଦେବା ଠିକ୍ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story