ମୁମ୍ବାଇର ସର୍ବକାଳୀନ ଏକାଦଶରେ ସଚିନ, ଗାଭାସ୍କର ଓ ରୋହିତ

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଘରୋଇ କ୍ରିକେଟର କିମ୍ବଦନ୍ତୀ ଖେଳାଳି ୱାସିମ ଜାଫର ମୁମ୍ବାଇର ସର୍ବକାଳୀନ ଏକାଦଶ ପାଇଁ ଖେଳାଳି ଚୟନ କରିଛନ୍ତି। ୧୯୭୦ ପରଠାରୁ ମୁମ୍ବାଇ ପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଖେଳାଳିଙ୍କୁ ଜାଫର ତାଙ୍କ ସର୍ବକାଳୀନ ଏକାଦଶରେ ସ୍ଥାନ ଦେଇଛନ୍ତି। ଏଥିରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ଜାଫର ଲିଟଲ ମାଷ୍ଟର ଗାଭାସ୍କର ଓ ରୋହିତଙ୍କ ଦ୍ୱାରା […]

r

r

Hemant Lenka
  • Published: Saturday, 11 April 2020
  • Updated: 11 April 2020, 05:31 PM IST

Sports

Latest News

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଘରୋଇ କ୍ରିକେଟର କିମ୍ବଦନ୍ତୀ ଖେଳାଳି ୱାସିମ ଜାଫର ମୁମ୍ବାଇର ସର୍ବକାଳୀନ ଏକାଦଶ ପାଇଁ ଖେଳାଳି ଚୟନ କରିଛନ୍ତି। ୧୯୭୦ ପରଠାରୁ ମୁମ୍ବାଇ ପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଖେଳାଳିଙ୍କୁ ଜାଫର ତାଙ୍କ ସର୍ବକାଳୀନ ଏକାଦଶରେ ସ୍ଥାନ ଦେଇଛନ୍ତି।

ଏଥିରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ଜାଫର ଲିଟଲ ମାଷ୍ଟର ଗାଭାସ୍କର ଓ ରୋହିତଙ୍କ ଦ୍ୱାରା ଇନିଂସ୍‌ ଆରମ୍ଭ କରିବେ ବୋଲି କହିଥିବା ବେଳେ ସଚିନ ୪ନଂରେ ବ୍ୟାଟିଂ କରିବେ।

ଏହାପୂର୍ବରୁ ଜାଫର ନିଜର ସର୍ବକାଳୀନ ଆଇପିଏଲ ଓ ଦିନିକିଆ ଏକାଦଶ ପାଇଁ ଖେଳାଳି ଚୟନ କରିଥିଲେ। ଏଥିରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ କରିଥିଲେ। ଜାଫର ମୁମ୍ବାଇ ପାଇଁ ୨୦ ବର୍ଷ ଖେଳିବା ପରେ ୨୦୧୫-୧୬ ରଣଜୀ ସଂସ୍କରଣ ଠାରୁ ବିର୍ଦ୍ଦଭ ପାଇଁ ଖେଳୁଥିଲେ। ତେବେ ନିକଟରେ ସେ କ୍ରିକେଟକୁ ଅଲବିଦା କହିଛନ୍ତି।

ଏବେ ଜାଫର ମୁମ୍ବାଇର ସର୍ବକାଳୀନ ଏକାଦଶ ପାଇଁ ଖେଳାଳି ଚୟନ କରିଛନ୍ତି। ଏହି ଟିମରେ ସେ ଗାଭାସ୍କରଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି। ଜାଫର ତାଙ୍କ ଟିମର ୩ ନଂରେ ଦିଲ୍ଲୀପ ଭେଙ୍ଗସରକାର, ୪ନଂରେ ସଚିନ, ୫ନଂରେ ବିନୋଦ କାମ୍ବଲି, ୬ ନଂରେ ଚନ୍ଦ୍ରକାନ୍ତ ପାଟିଲଙ୍କୁ ସୁଯୋଗ ଦେଇଛନ୍ତି। ସେ ଦଳରେ ୱିକେଟକିପିଂ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ପାଟିଲ ଭାରତ ପାଇଁ ୧୯୮୬ରୁ ୧୯୯୨ ମସିହା ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।

୭ ନଂ ସ୍ଥାନରେ ଜାଫର ଦୁଇ ଜଣ ଅଲରାଉଣ୍ଡରଙ୍କୁ ରଖିଛନ୍ତି। ଏହି ସ୍ଥାନରେ ସାଇରାଜ ବହୁତୁଲେ କିମ୍ବା ରମେଶ ପାୱାରଙ୍କୁ ଖେଳାଇବାକୁ ଜାଫର ଚାହିଁଛନ୍ତି। ଜାଫର ଦ୍ରୁତ ବୋଲର ଭାବେ ଅଜିତ ଅଗରକର କିମ୍ବା ଅବଦୁଲ ଇସ୍ମାଇଲଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବେ ବୋଲି କହିଛନ୍ତି।

୯ନଂରେ ଜାହିର ଖାନ, ୧୦ନଂରେ ଏ କୁରୁଭିଲ୍ଲା ଓ ୧୧ନଂ ସ୍ଥାନରେ ପଦ୍ମକର ଶିବାଲକରଙ୍କୁ ସ୍ଥାନ ଦେଇଛନ୍ତି। ଦ୍ୱାଦଶ ଖେଳାଳି ଭାବେ ବ୍ୟାଟସମ୍ୟାନ ଗୁଲାମ ପାରକରଙ୍କୁ ଜାଫର ସ୍କ୍ୱାଡରେ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story