ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ଟିମ୍‌ ଇଣ୍ଡିଆ

ହ୍ୟାମିଲଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ପରାଜୟ ବରଣ କରିଛି। ଟିମ୍‌ ଇଣ୍ଡିଆ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୪.୪ ଓଭର୍‌ରେ ୨ ୱିକେଟ୍‌ ହରାଇ ଭାରତ ଦେଇଥିବା ଟାର୍ଗେଟକୁ ୨୧୨ଟି ବଲ୍‌ ପୂର୍ବରୁ ହାସଲ କରିନେଇଥିଲା। ଭାରତ ପ୍ରଥମଥର ପାଇଁ ଏତେ ବଲ୍‌ ବ୍ୟବଧାନରେ କୌଣସି ଦଳଠାରୁ ପରାସ୍ତ ହୋଇଛି। ଭାରତ ଶେଷଥର ପାଇଁ ୨୦୧୦ରେ ଡମ୍ବୁଲାରେ ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୨୦୯ ବଲ୍‌ ବ୍ୟବଧାନରେ ହାରିଥିଲା। ୨୦୧୨ରେ […]

nz

nz

Hemant Lenka
  • Published: Thursday, 31 January 2019
  • Updated: 31 January 2019, 06:00 PM IST

Sports

Latest News

ହ୍ୟାମିଲଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ପରାଜୟ ବରଣ କରିଛି। ଟିମ୍‌ ଇଣ୍ଡିଆ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୪.୪ ଓଭର୍‌ରେ ୨ ୱିକେଟ୍‌ ହରାଇ ଭାରତ ଦେଇଥିବା ଟାର୍ଗେଟକୁ ୨୧୨ଟି ବଲ୍‌ ପୂର୍ବରୁ ହାସଲ କରିନେଇଥିଲା। ଭାରତ ପ୍ରଥମଥର ପାଇଁ ଏତେ ବଲ୍‌ ବ୍ୟବଧାନରେ କୌଣସି ଦଳଠାରୁ ପରାସ୍ତ ହୋଇଛି।

ଭାରତ ଶେଷଥର ପାଇଁ ୨୦୧୦ରେ ଡମ୍ବୁଲାରେ ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୨୦୯ ବଲ୍‌ ବ୍ୟବଧାନରେ ହାରିଥିଲା। ୨୦୧୨ରେ ଶ୍ରୀଲଙ୍କା ହାମବନଟୋଟାଠାରେ ଭାରତ ଦେଇଥିବା ଟାର୍ଗେଟକୁ ୧୮୧ବଲ୍‌ ପୂର୍ବରୁ ହାସଲ କରିଥିଲା। ୨୦୧୭ରେ ମଧ୍ୟ ଶ୍ରୀଲଙ୍କା ଧର୍ମଶାଳାଠାରେ ଭାରତକୁ ୧୭୬ ବଲ୍‌ ପୂର୍ବରୁ ହରାଇଥିଲା। ୧୯୮୧ରେ ଅଷ୍ଟ୍ରେଲିଆ ସିଡ୍‌ନୀଠାରେ ଭାରତ ବିପକ୍ଷ ମ୍ୟାଚ୍‌କୁ ୧୭୪ ବଲ୍‌ ପୂର୍ବରୁ ଜିତି ନେଇଥିଲା।

ଏହା ବ୍ୟତୀତ ଟିମ୍‌ ଇଣ୍ଡିଆ ବିଦେଶ ମାଟିର କୌଣସି ଦିନିକିଆରେ କେବେ ହେଲେ ଏତେ କମ୍‌ ସ୍କୋର କେବେ କରି ନଥିଲା। ସେହିପରି ଭାରତର ପ୍ରଥମ ୬ ବ୍ୟାଟ୍ସମ୍ୟାନ ଦ୍ୱିତୀୟଥର ପାଇଁ ସର୍ବନିମ୍ନ ସ୍କୋର କରିଛନ୍ତି। ଭାରତ ୨୦୧୭ ଶ୍ରୀଲଙ୍କା ବିପକ୍ଷ ଧର୍ମଶାଳା ଦିନିକିଆରେ ୨୮ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା। ଆଜି ଭାରତ ୩୫ ରନ୍‌ରେ ୬ଟି ୱିକେଟ୍‌ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story