ହଂକଂ ଓପନ୍ ହାରିଗଲେ ସିନ୍ଧୁ

କାଉଲୁନ୍ (ହଂକଂ): ହଂକଂ ଓପନ୍ ସୁପର୍ ସିରିଜ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ହାରି ଯାଇଛନ୍ତି ଅଲିମ୍ପିକ୍ ରୌପ ପଦକ ବିଜେତା ପି.ଭି ସିନ୍ଧୁ। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ଚାଇନିଜ୍ ତାଇପେଇର ତାଇ ତାଜୁ ଇଙ୍ଗଙ୍କ ଠାରୁ ୧୫-୨୧, ୧୭-୨୧ରେ ହାରି ଯାଇଛନ୍ତି। ୪୧ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ରିଓ ଅଲିମ୍ପିକ୍‌ରେ ସିନ୍ଧୁଙ୍କ ଠାରୁ ତାଇ ତାଜୁ ଇଙ୍ଗ ପରାସ୍ତ ହୋଇଥିଲେ। ସେହି ପରାଜୟର ପ୍ରତିଶୋଧ ସେ ଆଜି ନେଲେ […]

sindhu

sindhu

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 05:14 PM IST

Sports

Latest News

କାଉଲୁନ୍ (ହଂକଂ): ହଂକଂ ଓପନ୍ ସୁପର୍ ସିରିଜ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ହାରି ଯାଇଛନ୍ତି ଅଲିମ୍ପିକ୍ ରୌପ ପଦକ ବିଜେତା ପି.ଭି ସିନ୍ଧୁ। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ଚାଇନିଜ୍ ତାଇପେଇର ତାଇ ତାଜୁ ଇଙ୍ଗଙ୍କ ଠାରୁ ୧୫-୨୧, ୧୭-୨୧ରେ ହାରି ଯାଇଛନ୍ତି। ୪୧ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ରିଓ ଅଲିମ୍ପିକ୍‌ରେ ସିନ୍ଧୁଙ୍କ ଠାରୁ ତାଇ ତାଜୁ ଇଙ୍ଗ ପରାସ୍ତ ହୋଇଥିଲେ। ସେହି ପରାଜୟର ପ୍ରତିଶୋଧ ସେ ଆଜି ନେଲେ ବୋଲି କୁହାଯାଇ ପାରେ।

ଏହି ପରାଜୟ ସହିତ ସିନ୍ଧୁଙ୍କର ଲଗାତାର ଦୁଇଟି ସୁପର ସିରିଜ୍ ଟାଇଟଲ୍ ହାତେଇବା ସ୍ୱପ୍ନ ପୂରଣ ହୋଇପାରିନାହିଁ। ଏହା ପୂର୍ବରୁ ସେ ଚାଇନା ଓପନ୍ ଜିତି ଥିଲେ। ଏହା ହେଉଛି ତାଙ୍କର ପ୍ରଥମ ସୁପର ସିରିଜ୍ ଟାଇଟଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story