ମୁମ୍ବାଇ ବିପକ୍ଷରୁ ଆଇପିଏଲ ଅଭିଯାନ ଆରମ୍ଭ କରିବ ହାଇଦ୍ରାବାଦ

ହାଇଦ୍ରାବାଦ: ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ସନ ରାଇଜର୍ସ ହାଇଦ୍ରାବାଦ ଆଜି ତା’ର ମ୍ୟାଚ୍‌ ସୂଚୀ ଜାରି କରିଛି। ମାର୍ଚ୍ଚ ୨୯ରୁ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ତେବେ ହାଇଦ୍ରାବାଦ ତା’ର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୧ରେ ଖେଳିବ। ଦଳର ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସବୁ ଦଳ ଭଳି ହାଇଦ୍ରାବାଦ ମଧ୍ୟ ୧୪ଟି ମ୍ୟାଚ୍‌ ଖେଳିବ। ଦଳ ନିଜର […]

d

d

Hemant Lenka
  • Published: Saturday, 15 February 2020
  • Updated: 15 February 2020, 09:26 PM IST

Sports

Latest News

ହାଇଦ୍ରାବାଦ: ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ସନ ରାଇଜର୍ସ ହାଇଦ୍ରାବାଦ ଆଜି ତା’ର ମ୍ୟାଚ୍‌ ସୂଚୀ ଜାରି କରିଛି। ମାର୍ଚ୍ଚ ୨୯ରୁ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ତେବେ ହାଇଦ୍ରାବାଦ ତା’ର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୧ରେ ଖେଳିବ।

ଦଳର ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସବୁ ଦଳ ଭଳି ହାଇଦ୍ରାବାଦ ମଧ୍ୟ ୧୪ଟି ମ୍ୟାଚ୍‌ ଖେଳିବ। ଦଳ ନିଜର ଶେଷ ମ୍ୟାଚ୍‌ ମେ’ ୧୫ ତାରିଖରେ କୋଲକାତା ନାଇଟ ରାଇଡର୍ସ ସହ ଖେଳିବ।

ହାଇଦ୍ରାବାଦ ତା’ର ମ୍ୟାଚ୍‌ ସୂଚୀ ଜାରି କରିଥିଲେ ହେଁ ବିଧିବଦ୍ଧ ଭାବେ ଆଇପିଏଲ ଅଫିସିଆଲଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ହାଇଦ୍ରାବାଦ ଗୋଟିଏ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୫ଥର ପ୍ଲେ-ଅଫକୁ ଉନ୍ନୀତ ହୋଇଛି। ଚଳିତ ଆଇପିଏଲରେ ହାଇଦ୍ରାବାଦ ଏକାଧିକ ଯୁବ ଖେଳାଳିଙ୍କୁ ରିଟେନ ରଖିଛି।

ଟିମ୍‌: କେନ୍‌ ୱିଲିୟମସନ(ଅଧିନାୟକ), ଡାଭିଡ୍‌ ୱାର୍ଣ୍ଣର, ମନୀଷ ପାଣ୍ଡେ, ବିରାଟ ସିଂହ, ପ୍ରିୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ବିଲ୍ଲି ଷ୍ଟାନଲେକ, ଟି ନଟରାଜନ, ଅଭିଷେକ ଶର୍ମା, ଶହବାଜ ନଦୀମ, ମିଚେଲ ମାର୍ଶ, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନାବି, ରଶିଦ ଖାନ, ସଞ୍ଜୟ ଯାଦବ, ଜନ୍ନି ବେୟାରଷ୍ଟୋ, ରିଦ୍ଧିମାନ ଶାହ, ଶ୍ରୀବତ୍ସ ଗୋସ୍ୱାମୀ, ବାସିଲ ଥାମ୍ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story