ଆଇସିସି ବିଶ୍ୱକପ୍: ଏଥର ମାଲାମାଲ୍ ହେବେ ବିଜେତା

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟ ସରିଥିବା ବେଳେ ଏବେ ସେମିଫାଇନାଲ୍ ଜାରି ରହିଛି। ମଙ୍ଗଳବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଖେଳାଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଜୁଲାଇ ୧୪ ତାରିଖରେ ଲର୍ଡ୍ସ ମଇଦାନରେ ହେବ। ଏଥର ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍ ମାଲାମାଲ୍ ହେବେ। ଆଇସିସି ଅନୁଯାୟୀ, ବିଶ୍ୱକପ୍ ପାଇଁ ମୋଟ ୧ କୋଟି ଡଲାର୍ ଅର୍ଥାତ୍ ୭୦.୧୨ କୋଟି ଟଙ୍କାର ପୁରସ୍କାର ରଖାଯାଇଛି। ଏଥିରେ ଚାମ୍ପିଅନ୍ ଟିମକୁ […]

prize

prize

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 07:18 PM IST

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟ ସରିଥିବା ବେଳେ ଏବେ ସେମିଫାଇନାଲ୍ ଜାରି ରହିଛି। ମଙ୍ଗଳବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଖେଳାଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଜୁଲାଇ ୧୪ ତାରିଖରେ ଲର୍ଡ୍ସ ମଇଦାନରେ ହେବ।

ଏଥର ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍ ମାଲାମାଲ୍ ହେବେ। ଆଇସିସି ଅନୁଯାୟୀ, ବିଶ୍ୱକପ୍ ପାଇଁ ମୋଟ ୧ କୋଟି ଡଲାର୍ ଅର୍ଥାତ୍ ୭୦.୧୨ କୋଟି ଟଙ୍କାର ପୁରସ୍କାର ରଖାଯାଇଛି। ଏଥିରେ ଚାମ୍ପିଅନ୍ ଟିମକୁ ୪ ମିଲିୟନ୍ ଡଲାର ଅର୍ଥାତ୍ ୨୮ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ସେହିପରି ଫାଇନାଲରେ ହାରିଥିବା ଟିମକୁ ୨ ମିଲିୟନ୍ ଡଲାର୍ ଅର୍ଥାତ୍ ୧୪ କୋଟି ଟଙ୍କା ଦିଆଯିବ। ଏହାବ୍ୟତୀତ ସେମିଫାଇନାଲରେ ହାରିଥିବା ଦୁଇ ଟିମକୁ ୫.୫ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ।

ବିଶ୍ୱକପ୍ ବିଜେତା ଟିମକୁ ମିଳୁଥିବା ଏହି ପୁରସ୍କାର ରାଶି ୱିମ୍ବଲଡନର ବିଜେତା ରାଶିଠାରୁ ଅଧିକ କିନ୍ତୁ ଫିଫା ଫୁଟବଲ ବିଶ୍ୱକପଠାରୁ ବହୁତ କମ୍। ଫିଫା ବିଶ୍ୱକପ୍ ବିଜେତା ପୁରୁଷ ଟିମକୁ ୨୬୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ମହିଳା ବିଜେତା ଟିମକୁ ୨୭.୫ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ ୱିମ୍ବଲଡନ୍ ଜିତିଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ୧୯.୩ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story