ବିରାଟଙ୍କ ସହ କ୍ରିକେଟ୍ ଖେଳିଲେ ଫୁଟବଲର୍ ହ୍ୟାରୀ କେନ୍, ଦେଖନ୍ତୁ ଭିଡିଓ

ଲିଡ୍ସ: ଫିଫା ବିଶ୍ୱକପର ଗୋଲ୍ଡେନ୍ ବୁଟ୍ ବିଜେତା ଇଂଲଣ୍ଡ ଷ୍ଟାର୍ ଫୁଟବଲର୍ ହ୍ୟାରୀ କେନ୍ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି। ଗତବର୍ଷ ଆୟୋଜିତ ଫିଫା ବିଶ୍ୱକପରେ କେନ୍ ୬ ଗୋଲ୍ ସହ ଟପ୍ ସ୍କୋରର ରହିଥିଲେ, ଯେଉଁକାରଣରୁ ସେ ଗୋଲ୍ଡେନ୍ ବୁଟ୍ ଜିତିଥିଲେ ଏବଂ ଟିମ୍ ସେମିଫାଇନାଲରେ ପହଞ୍ଚି ଚତୁର୍ଥ ସ୍ଥାନରେ ରହିଥିଲା। ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଉଭୟ ବିରାଟ୍ ଓ କେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତି। ଏପରିକି ଦୁହେଁ […]

virat and kane

virat and kane

Hemant Lenka
  • Published: Friday, 05 July 2019
  • Updated: 05 July 2019, 08:08 PM IST

Sports

Latest News

ଲିଡ୍ସ: ଫିଫା ବିଶ୍ୱକପର ଗୋଲ୍ଡେନ୍ ବୁଟ୍ ବିଜେତା ଇଂଲଣ୍ଡ ଷ୍ଟାର୍ ଫୁଟବଲର୍ ହ୍ୟାରୀ କେନ୍ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି। ଗତବର୍ଷ ଆୟୋଜିତ ଫିଫା ବିଶ୍ୱକପରେ କେନ୍ ୬ ଗୋଲ୍ ସହ ଟପ୍ ସ୍କୋରର ରହିଥିଲେ, ଯେଉଁକାରଣରୁ ସେ ଗୋଲ୍ଡେନ୍ ବୁଟ୍ ଜିତିଥିଲେ ଏବଂ ଟିମ୍ ସେମିଫାଇନାଲରେ ପହଞ୍ଚି ଚତୁର୍ଥ ସ୍ଥାନରେ ରହିଥିଲା।

ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଉଭୟ ବିରାଟ୍ ଓ କେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତି। ଏପରିକି ଦୁହେଁ ପରସ୍ପର ବିରୋଧରେ ବ୍ୟାଟିଂ ଓ ବୋଲିଂ ମଧ୍ୟ କରିଥିଲେ। କେନ୍ ଟ୍ୱିଟ୍ କରି କହିଛନ୍ତି, "ନିକଟରେ ଲର୍ଡ୍ସରେ ବିରାଟ୍ କୋହଲିଙ୍କ ସହ କିଛି ଭଲ ସମୟ ବିତାଇଛି। ଯଦି ସେ ଇଂଲଣ୍ଡ ବିପକ୍ଷ (ସେମିଫାଇନାଲ୍) ଖେଳନ୍ତି, ତାହେଲେ ଏହି ମ୍ୟାଚକୁ ଛାଡ଼ି ଦେଲେ ତାଙ୍କୁ ବିଶ୍ୱକପର ବାକି ମ୍ୟାଚ୍ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।

"ଟଟ୍ଟେନହାମ୍ ହଟ୍ସପୁର୍ସର ଏହି ଫରୱାର୍ଡ ଜଣକ ଆହୁରି କହିଛନ୍ତି, "ବିରାଟ୍ ଜଣେ ଚମତ୍କାର ଖେଳାଳି। ଚାପ ସମୟରେ ଆପଣ କେଉଁଭଳି ଖେଳାଳି, ତାହା ଖେଳକୁ ଜଣାପଡ଼ିଯାଏ। ସେ ସର୍ବଦା ଏଭଳି ପରିସ୍ଥିତି ଦେଇ ଗତି କରି ଆସୁଛନ୍ତି।"

ବିରାଟଙ୍କ ସହ ସାକ୍ଷାତକାରର ଏକ ଭିଡିଓ କେନ୍ ଶେୟାର କରିଛନ୍ତି। ଏଥିରେ କୋହଲିଙ୍କୁ କେନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଜବାବରେ କୋହଲି କହିଛନ୍ତି, "ମୋତେ ଫୁଟବଲ ବହୁତ ପସନ୍ଦ। ଆମେ ଏହି ବିଷୟରେ ଦିନେ କଥା ହେଉଥିଲେ। ପ୍ରତି କ୍ରିକେଟ୍ ଟିମ୍ ତା'ର ୱାର୍ମଅପ୍ ପାଇଁ ଫୁଟବଲ୍ ଖେଳନ୍ତି। କିନ୍ତୁ ମୁଁ ଦୃଢ଼ତାର ସହ କହୁଛି, କୌଣସି ଫୁଟବଲ ଟିମ୍ କ୍ରିକେଟ୍ ଚେଷ୍ଟା ଖେଳୁନଥିବେ।"

ବିରାଟ୍ ମଧ୍ୟ କେନଙ୍କୁ ଜଣେ ଭଲ କ୍ରିକେଟର୍ କହିଛନ୍ତି। ମୋ ଫୁଟବଲ ଖେଳ ତୁଳନାରେ କେନଙ୍କ କ୍ରିକେଟ୍ ବହୁତ ଉନ୍ନତ ବୋଲି ବିରାଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story