ଶେଷ ମ୍ୟାଚ୍‌ ଜିତି ଆଇସିସି ଦିନିକିଆରେ ଏକ ନମ୍ବର ହେଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଦିନିକିଆକୁ ୭ୱିକେଟ୍‌ରେ ଜତିବା ପରେ ଟିମ୍‌ ଇଣ୍ଡିଆ ଏବେ ଆଇସିସି ଦିନିକିଆରେ ଏକ ନମ୍ବର। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ସିରିଜର ଲଗାତର ପ୍ରଥମ ୩ଟି ମ୍ୟାଚ୍‌ ଜିତିବା ପରେ ଭାରତ ଦିନିକିଆରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଥିଲା। କିନ୍ତୁ ବାଙ୍ଗାଲୋର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୨୧ ରନ୍‌ରେ ପରାସ୍ତ ହେବା ପରେ ପୁଣି ଥରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା। କିନ୍ତୁ ଆଜିର ଦମ୍‌ଦାର ବିଜୟ ସହ ଟିମ୍‌ […]

ranking110

ranking110

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 05:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଦିନିକିଆକୁ ୭ୱିକେଟ୍‌ରେ ଜତିବା ପରେ ଟିମ୍‌ ଇଣ୍ଡିଆ ଏବେ ଆଇସିସି ଦିନିକିଆରେ ଏକ ନମ୍ବର। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ସିରିଜର ଲଗାତର ପ୍ରଥମ ୩ଟି ମ୍ୟାଚ୍‌ ଜିତିବା ପରେ ଭାରତ ଦିନିକିଆରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଥିଲା। କିନ୍ତୁ ବାଙ୍ଗାଲୋର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୨୧ ରନ୍‌ରେ ପରାସ୍ତ ହେବା ପରେ ପୁଣି ଥରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା। କିନ୍ତୁ ଆଜିର ଦମ୍‌ଦାର ବିଜୟ ସହ ଟିମ୍‌ ଇଣ୍ଡିଆ ୫ଟିକିଆ ସିରଜକୁ ୪-୧ରେ କବ୍‌ଜା କରିବା ସହ ଦକ୍ଷିଣ ଅଫ୍ରାକାକୁ ହାଟାଇ ଟିମ୍‌ ଇଣ୍ଡିଆ ଶୀର୍ଷରେ ପହଞ୍ଚିଛି। ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ସିରିଜରେ ଟିମ୍‌ ଇଣ୍ଡିଆର ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଓ ପାଣ୍ଡ୍ୟାଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍‌ରେ ଶତକ ହାସଲ କରିଥିବା ରୋହିତ ଶର୍ମା ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିରିଜରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଛନ୍ତି। ଚଳିତ ସିରିଜରେ ରୋହିତ ୧୪ଟି ଓ ପାଣ୍ଡ୍ୟା ୧୨ଟି ଛକା ମିରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story