ଆଉ ଏକ ରେକର୍ଡ ଅପେକ୍ଷାରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏକ ରେକର୍ଡରୁ ଆଉ ପାଦେ ଦୂରରେ ଅଛି। ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ହରାଇବା ପରେ ଭାରତ ଲିଗ୍ ପର୍ଯ୍ୟାୟରେ ଲଗାତାର ୫ଟି ମ୍ୟାଚ୍ ଜିତିସାରିଛି। ଏହା ପୂର୍ବରୁ ୨୦୧୫ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ୬ଟି ଯାକ ମ୍ୟାଚ୍ ଜିତି କୀର୍ତ୍ତିମାନ କରିଥିଲା। ଯଦି ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଇଂଲଣ୍ଡକୁ ହରାଇଦିଏ, ତାହେଲେ ଏହି ରେକର୍ଡକୁ ବରାବର କରି ନେବ। ଚଳିତ ବିଶ୍ୱକପରେ ଭାରତ ୬ ମ୍ୟାଚରୁ […]

ind

ind

Hemant Lenka
  • Published: Friday, 28 June 2019
  • Updated: 28 June 2019, 10:29 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏକ ରେକର୍ଡରୁ ଆଉ ପାଦେ ଦୂରରେ ଅଛି। ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ହରାଇବା ପରେ ଭାରତ ଲିଗ୍ ପର୍ଯ୍ୟାୟରେ ଲଗାତାର ୫ଟି ମ୍ୟାଚ୍ ଜିତିସାରିଛି। ଏହା ପୂର୍ବରୁ ୨୦୧୫ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ୬ଟି ଯାକ ମ୍ୟାଚ୍ ଜିତି କୀର୍ତ୍ତିମାନ କରିଥିଲା। ଯଦି ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଇଂଲଣ୍ଡକୁ ହରାଇଦିଏ, ତାହେଲେ ଏହି ରେକର୍ଡକୁ ବରାବର କରି ନେବ।

ଚଳିତ ବିଶ୍ୱକପରେ ଭାରତ ୬ ମ୍ୟାଚରୁ ୫ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ବର୍ତ୍ତମାନ ଭାରତ ପାଖରେ ୬ ମ୍ୟାଚରୁ ୧୧ ପଏଣ୍ଟ ଅଛି। ୩୦ ତାରିଖରେ ଭାରତ ତା'ର ସପ୍ତମ ମୁକାବିଲାରେ ଇଂଲଣ୍ଡକୁ ଭେଟିବ।

ସେହିପରି ଟିମ୍ ତା'ର ଅଷ୍ଟମ ମୁକାବିଲା ଜୁଲାଇ ୨ ତାରିଖରେ ବାଂଲାଦେଶ ଏବଂ ନବମ ମୁକାବିଲା ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଭାରତ ଯଦି ତିନୋଟି ଯାକ ମ୍ୟାଚ୍ ଜିତେ, ତାହେଲେ ବିଶ୍ୱକପରେ ଲଗାତାର ୮ଟି ମୁକାବିଲା ଜିତିବାର କୀର୍ତ୍ତିମାନ କରିବ। ୨୦୦୩ ବିଶ୍ୱକପରେ ଭାରତ ଗ୍ରୁପ୍ ପର୍ଯ୍ୟାୟ ଓ ଅନ୍ୟ ମୁକାବିଲାକୁ ଜିତି ଲଗାତାର ୮ଟି ମ୍ୟାଚ୍ ଜିତିଥିଲା। ଏହା ପୂର୍ବରୁ ଭାରତ କେବେବି ଲଗାତାର ୮ ମ୍ୟାଚ୍ ଜିତିନାହିଁ।

୧୯୭୯ ବିଶ୍ୱକପ୍ ଭାରତ ପାଇଁ ସବୁଠାରୁ ଖରାପ ଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା। ଏହା ପୂର୍ବରୁ ୧୯୭୫ ବିଶ୍ୱକପରେ ଭାରତ ତିନୋଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା। ୧୯୮୩ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ୮ଟିରୁ ୬ଟି ମ୍ୟାଚ୍ ଜିତିଥିଲା, ଏଥିରୁ ଲଗାତାର ଚାରୋଟି ମ୍ୟାଚରେ ବିଜୟୀ ହୋଇଥିଲା। ୧୯୮୭ରେ ସେମିଫାଇନାଲିଷ୍ଟ ରହିଥିବା ଭାରତ ୭ଟିରୁ ୫ଟି ମ୍ୟାଚ୍ ଜିତିଥିଲା, କିନ୍ତୁ ଟିମ୍ ଲଗାତାର ମ୍ୟାଚ୍ ଜିତିପାରି ନଥିଲା।

ତେବେ ୨୦୦୩ରେ ଭାରତ ୧୧ଟି ମ୍ୟାଚ୍ ଖେଳି ସର୍ବାଧିକ ୯ଟି ମୁକାବିଲା ଜିତିଥିଲା। କିନ୍ତୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଲଗାତାର ୪ଟି ମ୍ୟାଚ୍ ହିଁ ଜିତିବାକୁ ସକ୍ଷମ ହୋଇଥିଲା। ଏହି ବିଶ୍ୱକପରେ ଭାରତ ରନର୍ସଅପ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story