ଆଉ ଏକ ରେକର୍ଡ ଅପେକ୍ଷାରେ ବିରାଟ୍ କୋହଲି

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। ଆସନ୍ତାକାଲି ବିଶ୍ୱକପରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ବି ଶତକ ବାହାରିନି। ଯଦି ବିରାଟ ଆସନ୍ତାକାଲି ଶତକ ମାରନ୍ତି, ତାହେଲେ ସେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅନ୍ତର୍ଜାତୀୟ […]

virat kohli

virat kohli

Hemant Lenka
  • Published: Friday, 21 June 2019
  • Updated: 21 June 2019, 09:24 PM IST

Sports

Latest News

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି।

ଆସନ୍ତାକାଲି ବିଶ୍ୱକପରେ ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ବି ଶତକ ବାହାରିନି। ଯଦି ବିରାଟ ଆସନ୍ତାକାଲି ଶତକ ମାରନ୍ତି, ତାହେଲେ ସେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।

ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ରନ୍ ପୂରଣ କରିବାରୁ ବିରାଟ ମାତ୍ର ୧୦୪ ରନ୍ ପଛରେ ଅଛନ୍ତି। ବିରାଟ ମାତ୍ର ୪୧୫ ଇନିଂସ୍ ( ଟେଷ୍ଟରେ ୧୩୧, ଦିନିକିଆରେ ୨୨୨ ଏବଂ ଟି-୨୦ରେ ୬୨) ଖେଳି ୧୯୮୯୬ ରନ୍ କରିଛନ୍ତି। ଯଦି ବିରାଟ ଏହି ମାଇଲଖୁଣ୍ଟ ହାସଲ କରନ୍ତି, ତାହେଲେ ସେ ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇ ଦ୍ରୁତ ୨୦ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଯିବେ।

ଉଭୟ ସଚିନ ଓ ଲାରା ୪୫୩ ଇନିଂସରେ ୨୦ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୪୬୮ ଇନିଂସସରେ ୨୦ହଜାର ରନ୍ ପୂରଣ କରିଥିଲେ।

ବର୍ତ୍ତମାନ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଚଳିତ ବିଶ୍ୱକପର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ବିରାଟ୍ ମାତ୍ର ୧୮ ରନ୍ କରିଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୮୨ ଓ ପାକିସ୍ତାନ ବିପକ୍ଷରେ ୭୭ ରନ୍ କରି ଭଲ ଟଚରେ ଅଛନ୍ତି। କୋହଲି ବ୍ୟାଟିଂ ବ୍ୟତୀତ ଚଳିତ ବିଶ୍ୱକପରେ ଭଲ କ୍ୟାପଟେନ୍ସି ମଧ୍ୟ କରିଛନ୍ତି। ତେଣୁ ବିରାଟ ଆସନ୍ତାକାଲି ଆଉ ଏକ ରେକର୍ଡ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ସାମିଲ୍ କରିବାକୁ ପ୍ରୟାସ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story