ଇମ୍ରାନ୍ ଖାନ୍‌ଙ୍କ ପରାମର୍ଶ ମାନିଲେନି ସର୍ଫରାଜ

ମାଞ୍ଚେଷ୍ଟର: ରବିବାର ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ନିଜ ଟିମକୁ କିଛି ଟିପ୍ସ ଦେଇଥିଲେ। ଇମ୍ରାନ୍ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜଙ୍କୁ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସର୍ଫରାଜ ଟସ୍ ଜିତିବା ପରେ ଏହାର ବିପରୀତ କାମ କରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 4/5 1. In […]

imran khan

imran khan

Hemant Lenka
  • Published: Sunday, 16 June 2019
  • Updated: 16 June 2019, 09:02 PM IST

Sports

Latest News

ମାଞ୍ଚେଷ୍ଟର: ରବିବାର ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ନିଜ ଟିମକୁ କିଛି ଟିପ୍ସ ଦେଇଥିଲେ। ଇମ୍ରାନ୍ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜଙ୍କୁ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସର୍ଫରାଜ ଟସ୍ ଜିତିବା ପରେ ଏହାର ବିପରୀତ କାମ କରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ ଟ୍ୱିଟ୍ କରିଥିଲେ ଯେ, "ବିଜୟ ରଣନୀତି ଆଧାରରେ ସର୍ଫରାଜ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଓ ବୋଲର ସହ ମଇଦାନକୁ ଓହ୍ଲାଇବା ଦରକାର । କାରଣ କାମଚଳା ବୋଲର କିମ୍ବା ବ୍ୟାଟ୍ସମ୍ୟାନ୍ ଚାପରେ ବହୁତ କମ୍ ଭଲ ପ୍ରଦର୍ଶନ କରନ୍ତି । ବିଶେଷକରି ଆଜି ଭଳି ଚାପଭରା ମ୍ୟାଚରେ ସର୍ଫରାଜଙ୍କୁ ଏହି ରଣନୀତି ଅପାଣାଇବା ଦରକାର। ପିଚ୍ ଯାହାବି ହେଉ ପଛେ, ସର୍ଫରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଦରକାର।"

ଇମ୍ରାନ୍ ଖାନ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ନିଜର ଟିମର ମନୋବଳ ବଢ଼ାଇଥିଲେ। ଇମ୍ରାନ୍ ଟ୍ୱିଟ୍ କରି କହିଥିଲେ, "ଯେତେବେଳେ ମୁଁ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲି, ସେତେବେଳେ ୭୦% ପ୍ରତିଭା ଓ ୩୦% ମାନସିକ ସଫଳତା ମିଳିଥିଲା। ଯେତେବେଳେ ମୁଁ କ୍ରିକେଟ୍ ଖେଳିବା ଶେଷ କଲି, ଏହି ଅନୁପାତ ୫୦-୫୦ ହୋଇଥିଲା। କିନ୍ତୁ ଏବେ ନିଜ ବନ୍ଧୁ ସୁନୀଲ ଗାଭାସ୍କର ସହ ସହମତ ଯେ, ୬୦% ମାନସିକ ସ୍ଥିରତା ଓ ୪୦% ପ୍ରତିଭା ନିହାତି ଆବଶ୍ୟକ।"

ଶେଷ ଟ୍ୱିଟରେ ଇମ୍ରାନ୍ କହିଥିଲେ, "ଭାରତୀୟ ଟିମ୍ ହୁଏତ ଫେଭରିଟ୍, କିନ୍ତୁ ପାକିସ୍ତାନ ଟିମ୍ ନିଜ ଉପରୁ ପରାଜୟର ଭୟ ବାହାର କରିବା ଦରକାର। ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତୁ ଏବଂ ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼। ତେଣିକି ଫଳାଫଳ ଯାହା ବି ହେଉ ପଛେ ଏହାକୁ ସ୍ୱୀକାର କର। ପୂରା ପାକିସ୍ତାନ ଟିମର ସମର୍ଥନ ଆପଣଙ୍କ ସହ ଅଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story