ଶେଷ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଲା ଭାରତ: କ୍ୟାରିୟର୍‌ର ୩୫ତମ ଶତକ ହାସଲ କଲେ କୋହଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟଙ୍କ କୋହଲିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆକୁ ୮ ୱିକଟରେ ଜିତି ୫-୧ରେ ସିରିଜ କବଜା କରିଛି ଭାରତ। ୨୦୫ ରନର ଟାର୍ଗେଟକୁ ଟିମ୍ ଇଣ୍ଡିଆ ୩୨ ଓଭର ଗୋଟିଏ ବଲରେ ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା। କୋହଲି କ୍ୟାରିଅରର ୩୫ତମ ଶତକ ହାସଲ କରିଥିଲେ, ସେ ୧୨୯ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ରାହାଣେ ବି ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। […]

Virat-Kohli-of-India-celebrates-after-taking-a-catch

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 09:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟଙ୍କ କୋହଲିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆକୁ ୮ ୱିକଟରେ ଜିତି ୫-୧ରେ ସିରିଜ କବଜା କରିଛି ଭାରତ। ୨୦୫ ରନର ଟାର୍ଗେଟକୁ ଟିମ୍ ଇଣ୍ଡିଆ ୩୨ ଓଭର ଗୋଟିଏ ବଲରେ ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା। କୋହଲି କ୍ୟାରିଅରର ୩୫ତମ ଶତକ ହାସଲ କରିଥିଲେ, ସେ ୧୨୯ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ରାହାଣେ ବି ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଓପନର ଧାଓ୍ୱନ ୧୮ ଓ ରୋହିତ ଶର୍ମା ୧୫ ରନରେ ଆଉଟ ହେବା ପରେ ତୃତୀୟ ଓ୍ୱିକେଟ ପାଇଁ କୋହଲି ଓ ରାହାଣେ ଅପରାଜିତ ୧୨୬ ରନ୍ ଯୋଡ଼ି ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ। ସେଞ୍ଚୁରିଆନ ପାର୍କରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ। ଘରୋଇ ଦଳ ୪୬ ଓଭର ୫ଟି ବଲରେ ୨୦୪ ରନରେ ଅଲଆଉଟ ହୋଇଥିଲା। ସିରିଜର ଶେଷ ମ୍ୟାଚରେ ସୁଯୋଗ ପାଇଥିବା ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୪ଟି ୱିକେଟ ନେଇଥିଲେ। କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍  ଦି ସିରିଜ ହୋଇଥିଲେ। ଆସନ୍ତା ୧୮ରୁ ଉଭୟ ଟିମ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story