ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ। ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶଫିକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ […]

virat kohli

virat kohli

Subhransu Sekhar
  • Published: Tuesday, 02 July 2019
  • Updated: 02 July 2019, 02:56 PM IST

Sports

Latest News

ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ।

ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶଫିକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ ଭାରତ ବିପକ୍ଷରେ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରିବାକୁ ଯୋଜନା କରିବ। ୨୦୧୫ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ୧୩୭ ରନ୍ କରିଥିଲେ। ଯାହାକି ଦଳକୁ ଜିତାଇବାରେ ସହାୟକ ହୋଇଥିଲା। ତେଣୁ ଚଳିତ ଥର ଭାରତୀୟ ପ୍ରଶଂସକ ରୋହିତଙ୍କ ଠାରୁ ଧମାକାଦାର ବ୍ୟାଟିଂ ଆଶା କରୁଛନ୍ତି।

ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ସମସ୍ତଙ୍କୁ ଚକିତ କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ଵାଂଲାଦେଶକୁ ସହଜରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story