ଟସ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ଶାମି

ସାଉଥାମ୍ପଟନ୍‌: ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଆହତ ଯୋଗୁ ଟିମ୍ ଇଣ୍ଡିଆରୁ ୩ଟି ମ୍ୟାଚ୍ ପାଇଁ ବାଦ୍ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କ ବଦଳରେ ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଚୂଡ଼ାନ୍ତ ଏକାଦଶରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ। ଶିଖର ଧୱନଙ୍କ ବଦଳରେ ରିଷଭ ପନ୍ତଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲେ ହେଁ ସେ ଆଜିj ମ୍ୟାଚ୍‌ ଖେଳୁନାହାନ୍ତି। ସେହିପରି […]

sa

sa

Hemant Lenka
  • Published: Saturday, 22 June 2019
  • Updated: 22 June 2019, 03:29 PM IST

Sports

Latest News

ସାଉଥାମ୍ପଟନ୍‌: ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଆହତ ଯୋଗୁ ଟିମ୍ ଇଣ୍ଡିଆରୁ ୩ଟି ମ୍ୟାଚ୍ ପାଇଁ ବାଦ୍ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କ ବଦଳରେ ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ଚୂଡ଼ାନ୍ତ ଏକାଦଶରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ। ଶିଖର ଧୱନଙ୍କ ବଦଳରେ ରିଷଭ ପନ୍ତଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲେ ହେଁ ସେ ଆଜିj ମ୍ୟାଚ୍‌ ଖେଳୁନାହାନ୍ତି। ସେହିପରି ଅଭ୍ୟାସ ବେଳେ ଆହତ ହୋଇଥିବା ବିଜୟ ଶଙ୍କର ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇଥିବାରୁ ତାଙ୍କୁ ପୁଣି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ବଶ୍ୱକପ୍‌ରେ ୫ଟି ମ୍ୟାଚ୍‌ ଖେଳିଛି ଓ ୫ଟିରେ ପରାଜୟବରଣ କରିଛି। ତେଣୁ ଦଳ ଆଜି କମ୍‌ବ୍ୟାକ୍‌ର ଲକ୍ଷ୍ୟ ରଖିବ।

ଟିମ୍‌ ଇଣ୍ଡିଆ ଏଯାଏ ବିଶ୍ୱକପ୍‌ରେ ଅପରାଜେୟ ରହିଛି। ଦଳ ୪ଟି ମ୍ୟାଚ୍‌ରୁ ୩ଟିରେ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି। ସେହିପରି ଆଜିର ମ୍ୟାଚ୍‌ ଜିତିଲେ ଦଳର ବିଶ୍ୱକପ୍‌ରେ ୫୦ତମ ବିଜୟ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story