ଏଫଆଇଏଚ୍ ରାଙ୍କିଙ୍ଗ୍: ନବମକୁ ଉଠିଲା ଭାରତୀୟ ମହିଳା ହକି ଟିମ୍

ଲୁସାନେ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ପୁରୁଷ ହକି ଟିମ୍ ରବିବାର ଜାରି ହୋଇଥିବା ଏଫଆଇଏଚ୍ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ମହିଳା ଟିମକୁ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଭାରତୀୟ ମହିଳା ଟିମ୍ ଏବେ ନବମ ସ୍ଥାନକୁ ଉଠିଛି। ଓସେନିଆ କପର ଶେଷ ହେବା ପରେ ଏହି ରାଙ୍କିଙ୍ଗ୍ ଜାରି କରାଯାଇଛି। ଓସେନିଆ କପରେ ଅଷ୍ଟ୍ରେଲିଆର ବିଜୟ ପରେ ଶୀର୍ଷ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବେଲଜିୟମ ପ୍ରଥମ […]

women

women

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 08:26 PM IST

Sports

Latest News

ଲୁସାନେ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ପୁରୁଷ ହକି ଟିମ୍ ରବିବାର ଜାରି ହୋଇଥିବା ଏଫଆଇଏଚ୍ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ମହିଳା ଟିମକୁ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଭାରତୀୟ ମହିଳା ଟିମ୍ ଏବେ ନବମ ସ୍ଥାନକୁ ଉଠିଛି। ଓସେନିଆ କପର ଶେଷ ହେବା ପରେ ଏହି ରାଙ୍କିଙ୍ଗ୍ ଜାରି କରାଯାଇଛି।

ଓସେନିଆ କପରେ ଅଷ୍ଟ୍ରେଲିଆର ବିଜୟ ପରେ ଶୀର୍ଷ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବେଲଜିୟମ ପ୍ରଥମ ସ୍ଥାନରେ ରହିଛି। ତେବେ ଉଭୟ ଦଳ ମଧ୍ୟରେ ମାତ୍ର ୨ ପଏଣ୍ଟର ବ୍ୟବଧାନ ରହିଛି। ଅଷ୍ଟ୍ରେଲିଆର ୨୩୫୦ ପଏଣ୍ଟ ରହିଥିବା ବେଲଜିୟମର ୨୩୫୨ ପଏଣ୍ଟ ରହିଛି।

ୟୁରୋପିଆନ୍ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ନେଦରଲ୍ୟାଣ୍ଡ (୨୧୫୫ ପଏଣ୍ଟ) ତୃତୀୟ ସ୍ଥାନରେ ରହିଥିବା ବେଳେ ଆର୍ଜେଣ୍ଟିନା ୧୯୮୮ ପଏଣ୍ଟ ସହ ଚତୁର୍ଥ, ଭାରତ ୧୮୨୩ ପଏଣ୍ଟ ସହ ପଞ୍ଚମ, ଜର୍ମାନୀ ୧୭୭୦ ପଏଣ୍ଟ ସହ ଷଷ୍ଠ ଏବଂ ଇଂଲଣ୍ଡ ୧୬୭୯ ପଏଣ୍ଟ ସହ ସପ୍ତମରେ ରହିଛି। ୟୁରୋପିଆନ୍ ରୌପ୍ୟ ପଦକ ବିଜେତା ସ୍ପେନ୍ (୧୫୧୦) ନବମରୁ ଅଷ୍ଟମ ସ୍ଥାନକୁ ଉଠିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ (୧୪୫୯) ନବମକୁ ଖସିଛି। କ୍ୟାନାଡା (୧୩୨୫) ଦଶମରେ ସ୍ଥାନରେ ରହିଛି।

ମହିଳା ରାଙ୍କିଙ୍ଗରେ ନେଦରଲ୍ୟାଣ୍ଡ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଆର୍ଜେଣ୍ଟିନା ତୃତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ମହିଳା ଟିମ୍ ନବମରେ ପହଞ୍ଚିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story