ଥାଇଲ୍ୟାଣ୍ଡ୍ ଜୁନିୟର୍ ଓପନ୍ ଟିଟି: ଭାରତକୁ ୪ ବ୍ରୋଞ୍ଜ ପଦକ

ବ୍ୟାଙ୍ଗକକ୍: ଚଳିତ ଏସଇଟି ଥାଇଲ୍ୟାଣ୍ଡ୍ ଜୁନିୟର ଓ କ୍ୟାଡେଟ୍ ଓପନ୍ ଟିଟି ଚାମ୍ପିଅନଶିପ୍‌ରେ ଭାରତୀୟ ଯୁବ ପ୍ୟାଡଲର୍ ୪ ବ୍ରୋଞ୍ଜ ପଦକ ଜିତିଛନ୍ତି। ଓସିକ୍ ଘୋଷ ଓ ଆଶିଷ ଜୈନ୍ (ହୋପ୍ ବାଳକ ସିଙ୍ଗଲ୍ସ), ସୟାନୀ ପଣ୍ଡା (ହୋପ୍ ବାଳିକା ସିଙ୍ଗଲ୍ସ) ଏବଂ ଜୁନିୟର ବାଳକ ଟିମ୍ (ମନୁଷ ଶାହ, ରୀଗାନ୍ ଅଲବୁକ୍ୱେରକେ ଓ ଦୀପ୍ତି ପାଟିଲ୍) ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। କିନ୍ତୁ ଅନ୍ତିମ-୪ ମୁକାବିଲାରେ ହାରି ସେମାନେ ବ୍ରୋଞ୍ଜ ପଦକରେ […]

tt

tt

Hemant Lenka
  • Published: Sunday, 19 May 2019
  • Updated: 19 May 2019, 09:38 PM IST

Sports

Latest News

ବ୍ୟାଙ୍ଗକକ୍: ଚଳିତ ଏସଇଟି ଥାଇଲ୍ୟାଣ୍ଡ୍ ଜୁନିୟର ଓ କ୍ୟାଡେଟ୍ ଓପନ୍ ଟିଟି ଚାମ୍ପିଅନଶିପ୍‌ରେ ଭାରତୀୟ ଯୁବ ପ୍ୟାଡଲର୍ ୪ ବ୍ରୋଞ୍ଜ ପଦକ ଜିତିଛନ୍ତି। ଓସିକ୍ ଘୋଷ ଓ ଆଶିଷ ଜୈନ୍ (ହୋପ୍ ବାଳକ ସିଙ୍ଗଲ୍ସ), ସୟାନୀ ପଣ୍ଡା (ହୋପ୍ ବାଳିକା ସିଙ୍ଗଲ୍ସ) ଏବଂ ଜୁନିୟର ବାଳକ ଟିମ୍ (ମନୁଷ ଶାହ, ରୀଗାନ୍ ଅଲବୁକ୍ୱେରକେ ଓ ଦୀପ୍ତି ପାଟିଲ୍) ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। କିନ୍ତୁ ଅନ୍ତିମ-୪ ମୁକାବିଲାରେ ହାରି ସେମାନେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଓସିକ୍ କ୍ୱାର୍ଟରରେ ହଂକଂର ମାସା ହିକୋ ୟାନଙ୍କୁ ୩-୧ରେ ପରାସ୍ତ କରି ପଦକ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। କିନ୍ତୁ ସେମିରେ ସେ ସିଙ୍ଗାପୁରର ଟାନ ନିକୋଲାସଙ୍କ ନିକଟରୁ ୧-୩ରେ ହାରିଯାଇଥିଲେ। ସେହିପରି ଆଶିଷ ଥାଇଲ୍ୟାଣ୍ଡର ୱରାସେଟ୍ ବାଭୋର୍ନଥାମାରାଟଙ୍କୁ ୩-୦ରେ ହରାଇ ସେମିରେ ପହଞ୍ଚିଥିଲେ। ସେମିରେ ସେ ସିଙ୍ଗାପୁରର ଲି ଏଲୱର୍ଥଙ୍କଠାରୁ ୦-୩ରେ ପରାସ୍ତ ହୋଇଥିଲେ।

ବାଳିକା ବର୍ଗରେ ଭାରତକୁ ଗୋଟିଏ ପଦକ ମିଳିଥିଲା। ସିଙ୍ଗଲ୍ସରେ ସୟାନୀ କ୍ୱାର୍ଟରରେ ମାଳଦ୍ୱୀପର ଫାତିମା ଧୀମାଙ୍କୁ ୩-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଅନ୍ତିମ-୪ରେ ସେ ହଂକଂର ସୁମ୍ ୟି ଲ'ଙ୍କ ନିକଟରୁ ୦-୩ରେ ହାରିଯାଇଥିଲେ।

ଭାରତର ନମ୍ବର-୧ ଟିମ୍ ମାନୁଷ, ରୀଗନ ଓ ଦୀପ୍ତି ସେମିଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେମାନେ କ୍ୱାର୍ଟରଫାଇନାଲରେ ଚାଇନିଜ୍ ତାଇପେଇ ଟିମକୁ ୩-୧ରେ ହରାଇଥିଲେ, କିନ୍ତୁ ସେମିଫାଇନାଲରେ ସିଙ୍ଗାପୁର-୧ ଟିମଠାରୁ ୦-୩ରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story