ପ୍ରଣୀତ ପରାଜିତ, ଜାପାନ ଓପନରେ ଭାରତର ଅଭିଯାନ ଶେଷ

ଟୋକିଓ: ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ ଅଭିଯାନ ଶେଷ ହୋଇଯାଇଛି। ଆଜି ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବିଭାଗ ସେମିଫାଇନାଲରେ ଭାରତୀୟ ଷ୍ଟାର ଶଟଲର ସାଇ ପ୍ରଣୀତ ହାରିଯାଇଛନ୍ତି। ପୂର୍ବରୁ କ୍ୱାର୍ଟର ଫାଇନାଲ୍‌ରେ ମହିଳା ଶଟଲର ପିଭି ସିନ୍ଧୁ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। ଆଜି ସେମି ଫାଇନାଲରେ ପ୍ରଣୀତଙ୍କ ମୁକାବିଲା ବିଶ୍ୱର ନଂ ୧ ଶଟଲର କେଣ୍ଟୋ ମୋମୋଟାଙ୍କ ସହ ହୋଇଥିଲା। କ୍ୱାର୍ଟର ଫାଇନାଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ପ୍ରଣୀତ କିନ୍ତୁ ସେମିରେ ମୋମୋଟାଙ୍କୁ ସେଭଳି […]

w

w

Hemant Lenka
  • Published: Saturday, 27 July 2019
  • Updated: 27 July 2019, 04:02 PM IST

Sports

Latest News

ଟୋକିଓ: ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ ଅଭିଯାନ ଶେଷ ହୋଇଯାଇଛି। ଆଜି ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବିଭାଗ ସେମିଫାଇନାଲରେ ଭାରତୀୟ ଷ୍ଟାର ଶଟଲର ସାଇ ପ୍ରଣୀତ ହାରିଯାଇଛନ୍ତି। ପୂର୍ବରୁ କ୍ୱାର୍ଟର ଫାଇନାଲ୍‌ରେ ମହିଳା ଶଟଲର ପିଭି ସିନ୍ଧୁ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ।

ଆଜି ସେମି ଫାଇନାଲରେ ପ୍ରଣୀତଙ୍କ ମୁକାବିଲା ବିଶ୍ୱର ନଂ ୧ ଶଟଲର କେଣ୍ଟୋ ମୋମୋଟାଙ୍କ ସହ ହୋଇଥିଲା। କ୍ୱାର୍ଟର ଫାଇନାଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ପ୍ରଣୀତ କିନ୍ତୁ ସେମିରେ ମୋମୋଟାଙ୍କୁ ସେଭଳି ଟକ୍କର ଦେଇ ପାରି ନଥିଲେ। ମାତ୍ର ୪୫ ମିନିଟ୍‌ରେ ମୋମୋଟା ପ୍ରଣୀତଙ୍କୁ ସିଧାସଳଖ ୨୧-୧୮ ଓ ୨୧-୧୨ରେ ପରାସ୍ତ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ପ୍ରଣୀତ ୩-୧ରେ ଆଗୁଆ ରହିଥିଲେ।

ତେବେ ମୋମୋଟା ଜବରଦସ୍ତ କମ୍‌ବ୍ୟାକ୍‌ କରି ପ୍ରଥମ ସେଟର ପ୍ରଥମ ଭାଗକୁ ୧୧-୮ରେ କବଜା କରି ନେଇଥିଲେ। ଏହି ଲିଡ୍‌କୁ କାଏମ ରଖି ମୋମୋଟା ପ୍ରଥମ ସେଟ୍‌କୁ ୨୧-୧୮ରେ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ମୋମୋଟା ଆହୁରି ଦ୍ରୁତ ଶଟ୍‌ ଖେଳି ପ୍ରଣୀତଙ୍କୁ ଧରାଶାୟୀ କରିବା ସହ ୨୧-୧୨ରେ ଜିତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story