ଆଥଲେଟ୍ ଜଉନା ମୁର୍ମୁ ଅସୁସ୍ଥ

ଭୁବନେଶ୍ୱର: ଆଥଲେଟ୍ ଜଉନା ମୁର୍ମୁଙ୍କ ଦେହ ଅସୁସ୍ଥ ଥିବାରୁ ଆଜି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ତାଙ୍କୁ ହଠାତ୍‌ ବାନ୍ତି ହୋଇଥିଲା। ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛନ୍ତି। ଜଉନାଙ୍କୁ କ୍ରୀଡ଼ାମନ୍ତ୍ରୀ  ସୁଦାମ ମାରାଣ୍ଡି ଡାକ୍ତରଖାନାରେ ଭେଟିଛନ୍ତି। ଆଜି ଗୋଟେ ଦିନ  ସେ ଆଇସିୟୁରେ  ରହିବେ ବୋଲି ଡାକ୍ତରଖାନାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

jauna murmu

jauna murmu

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 03:02 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story