ବେଟିଂ ପାଇଁ ଏହି କ୍ରିକେଟ ଫ୍ରାଞ୍ଚାଇଜ୍‌ ମାଲିକ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକା ପ୍ରିମିୟର ଲିଗ୍‌(କେପିଏଲ୍‌)ରେ ଭାଗ ନେଇଥିବା ଗୋଟିଏ ଦଳର ମାଲିକଙ୍କୁ ଆଜି ବେଟିଂ ପାଇଁ ପୁଲିସ୍‌ ଗିରଫ କରିଛି। ଉକ୍ତ ମାଲିକଙ୍କ ନାଁ ଆଶଫାକ ଅଲୀ ଥରର। ସେ ଦୁବାଇରେ ଥିବା ଜଣେ ବୁକିଙ୍କ ସହ ବେଟିଂ କରିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିସିସିଆଇ ଭାରତରେ ହେଉଥିବା ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟରେ ଫିକ୍ସିଂ ହେଉଛି କି ନାହିଁ, ତା’ର ଛାନଭିନ୍‌ ଆରମ୍ଭ କରିଛି। ଆଶଫାକ ଦୁବାଇରେ ହେଉଥିବା ଟି-୧୦ ଟୁର୍ଣ୍ଣାମେଣ୍ଟର ଗୋଟିଏ […]

ws

ws

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 07:42 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ପ୍ରିମିୟର ଲିଗ୍‌(କେପିଏଲ୍‌)ରେ ଭାଗ ନେଇଥିବା ଗୋଟିଏ ଦଳର ମାଲିକଙ୍କୁ ଆଜି ବେଟିଂ ପାଇଁ ପୁଲିସ୍‌ ଗିରଫ କରିଛି। ଉକ୍ତ ମାଲିକଙ୍କ ନାଁ ଆଶଫାକ ଅଲୀ ଥରର। ସେ ଦୁବାଇରେ ଥିବା ଜଣେ ବୁକିଙ୍କ ସହ ବେଟିଂ କରିଥିବା ଜଣାପଡ଼ିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିସିସିଆଇ ଭାରତରେ ହେଉଥିବା ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟରେ ଫିକ୍ସିଂ ହେଉଛି କି ନାହିଁ, ତା’ର ଛାନଭିନ୍‌ ଆରମ୍ଭ କରିଛି। ଆଶଫାକ ଦୁବାଇରେ ହେଉଥିବା ଟି-୧୦ ଟୁର୍ଣ୍ଣାମେଣ୍ଟର ଗୋଟିଏ ଟିମ୍ ମଧ୍ୟ କିଣିଛନ୍ତି। ଏବେ ପୁଲିସ୍‌ ତାଙ୍କୁ ଫିକ୍ସିଂ ସମ୍ପର୍କରେ ମଧ୍ୟ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story