ଇଣ୍ଡିଆ ‘ଏ’ର ଅଧିନାୟକ ହେଲେ ରାହୁଲ୍‌

ନୂଆଦିଲ୍ଲୀ: ଆଜି ବିସିସିଆଇର ଚୟନ କମିଟି ଇଣ୍ଡିଆ ‘ଏ’ ଓ ଅବଶିଷ୍ଟ ଭାରତ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଅଭିଜ୍ଞ ଖେଳାଳି କେଏଲ୍‌ ରାହୁଲଙ୍କୁ ଇଣ୍ଡିଆ ‘ଏ’ର ଅଧିନାୟକ କରାଯାଇଥିବା ବେଳେ ଅଜିଙ୍କ୍ୟ ରାହଣେ ଅବଶିଷ୍ଟ ଭାରତର ନେତୃତ୍ୱ ନେବେ ବୋଲି ବିସିସିଆଇ କହିଛି। ଇଣ୍ଡିଆ ‘ଏ’ ଆସନ୍ତା ୧୩ରୁ ଇଂଲଣ୍ଡ ଲାୟନ୍ସ ବିରୋଧରେ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବ। ସେହିପରି ଅବଶିଷ୍ଟ ଭାରତ ୧୨ରୁ ୧୬ ଯାଏ ରଣଜୀ ଚାମ୍ପିୟନ ବିଦର୍ଭ ସହ […]

rahul

rahul

Hemant Lenka
  • Published: Thursday, 07 February 2019
  • Updated: 07 February 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ଆଜି ବିସିସିଆଇର ଚୟନ କମିଟି ଇଣ୍ଡିଆ ‘ଏ’ ଓ ଅବଶିଷ୍ଟ ଭାରତ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଅଭିଜ୍ଞ ଖେଳାଳି କେଏଲ୍‌ ରାହୁଲଙ୍କୁ ଇଣ୍ଡିଆ ‘ଏ’ର ଅଧିନାୟକ କରାଯାଇଥିବା ବେଳେ ଅଜିଙ୍କ୍ୟ ରାହଣେ ଅବଶିଷ୍ଟ ଭାରତର ନେତୃତ୍ୱ ନେବେ ବୋଲି ବିସିସିଆଇ କହିଛି।

ଇଣ୍ଡିଆ ‘ଏ’ ଆସନ୍ତା ୧୩ରୁ ଇଂଲଣ୍ଡ ଲାୟନ୍ସ ବିରୋଧରେ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବ। ସେହିପରି ଅବଶିଷ୍ଟ ଭାରତ ୧୨ରୁ ୧୬ ଯାଏ ରଣଜୀ ଚାମ୍ପିୟନ ବିଦର୍ଭ ସହ ଇରାନୀ କପ୍‌ ଖେଳିବ।

ଇଣ୍ଡିଆ ଏ’ ସ୍କ୍ୱାଡ: କେଏଲ୍‌ ରାହୁଲ(ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ୍‌, ପ୍ରିୟଙ୍କ ପଞ୍ଚଲ, ଅଙ୍କିତ ବାୱେନ, କରୁଣ ନାୟର, ରିକି ଭୁଇ, ସିଦ୍ଧେଶ ଲାଡ, କେଏସ୍‌ ଭାରତ(ୱି), ଶାହାବାଜ ନଦୀମ, ଜଲେଜା ସକ୍ସେନା, ମୟଙ୍କ ମାର୍କଣ୍ଡେ, ଶର୍ଦ୍ଦୁଲ ଠାକୁର, ନଭଦୀପ ସାଇନି ଓ ବରୁଣ ଅରୁନ।

ଅବଶିଷ୍ଟ ଭାରତ: ଅଜିଙ୍କ୍ୟ ରାହଣେ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ ସିଂହ, ହନୁମା ବିହାରୀ, ଶ୍ରେୟସ ଆୟର, ଈଶାନ କିଷାନ(ୱି), କ୍ରିଷ୍ଣାନାପ୍ପା ଗୌଥମ, ଧର୍ମେନ୍ଦ୍ର ସିଂହ ଜାଡେଜା, ରାହୁଲ ଚହର, ଅଙ୍କିତ ରାଜପୁତ, ତନବୀର ଉଲ-ହକ, ରୋନିତ ମୋରେ, ସନ୍ଦୀପ ୱାରିୟର, ରିଙ୍କୁ ସିଂହ ଓ ସ୍ନେଲ ପଟେଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story