‘କୋହଲି ମୋ’ଠାରୁ ଦୁଇଗୁଣା ଆକ୍ରମଣାତ୍ମକ’

କୋଲକାତା: ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମୋ’ଠାରୁ ଦୁଇଗୁଣା ଆକ୍ରମଣାତ୍ମକ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ପିଚ୍‌ ଭିଜନ୍‌ କ୍ରିକେଟ୍‌ ଟେକ୍ନୋଲଜି ଦ୍ୱାରା ପରିଚାଳିତ ସୌରଭ ଗାଙ୍ଗୁଲି ଫାଉଣ୍ଡେସନ ଓ ସୌରଭ ଗାଙ୍ଗୁଲି କ୍ରିକେଟ୍‌ ସ୍କୁଲ ଉଦ୍‌ଘାଟନ ଅବସରରେ ସେ ଏହା କହିଛନ୍ତି। ଭାରତୀୟ ଦଳର ଅଧିନାୟକ ଥିବା ବେଳେ ସୌରଭ ଆକ୍ରମଣାତ୍ମକ ଖେଳାଳି ଭାବେ ପରିଚିତ ଥିଲେ। ଲର୍ଡ୍ସରେ ୨୦୦୨ ନାଟ୍‌ୱେଷ୍ଟ ସିରିଜ ବିଜୟ ପରେ ଗାଙ୍ଗୁଲି ଡ୍ରେସିଂରୁମ୍‌ରେ […]

kohali

kohali

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 06:45 PM IST

Sports

Latest News

କୋଲକାତା: ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମୋ’ଠାରୁ ଦୁଇଗୁଣା ଆକ୍ରମଣାତ୍ମକ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ପିଚ୍‌ ଭିଜନ୍‌ କ୍ରିକେଟ୍‌ ଟେକ୍ନୋଲଜି ଦ୍ୱାରା ପରିଚାଳିତ ସୌରଭ ଗାଙ୍ଗୁଲି ଫାଉଣ୍ଡେସନ ଓ ସୌରଭ ଗାଙ୍ଗୁଲି କ୍ରିକେଟ୍‌ ସ୍କୁଲ ଉଦ୍‌ଘାଟନ ଅବସରରେ ସେ ଏହା କହିଛନ୍ତି।

ଭାରତୀୟ ଦଳର ଅଧିନାୟକ ଥିବା ବେଳେ ସୌରଭ ଆକ୍ରମଣାତ୍ମକ ଖେଳାଳି ଭାବେ ପରିଚିତ ଥିଲେ। ଲର୍ଡ୍ସରେ ୨୦୦୨ ନାଟ୍‌ୱେଷ୍ଟ ସିରିଜ ବିଜୟ ପରେ ଗାଙ୍ଗୁଲି ଡ୍ରେସିଂରୁମ୍‌ରେ ନିଜ ସାର୍ଟ ଖୋଲି ହଲାଇ ଥିଲେ।

ବିରଟ କୋହଲି ହେଉଛନ୍ତି ଏକମାତ୍ର ଭାରତୀୟ ଅଧିନାୟକ ଯିଏ ଶେଷ ୫ଟି ଟେଷ୍ଟ ସିରିଜିରେ ଦଳକୁ ବିଜୟୀ କରାଇଛନ୍ତି। କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ୨୦୧୫ରେ ଶ୍ରୀଲଙ୍କାକୁ ୨-୧, ୨୦୧୫-୧୬ରେ ଦକ୍ଷିଣ ଆଫ୍ରିକାକୁ ୩-୦, ୨୦୧୬ରେ ୱେଷ୍ଟଇଣ୍ଡିଜକୁ ୨-୦, ନ୍ୟୁଜଲାଣ୍ଡକୁ ୩-୦ ଓ ବର୍ତ୍ତମାନ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜକୁ ୩-୦ରେ ଜିତିଛି।

ଗାଙ୍ଗୁଲି କହିଛନ୍ତି, ସୌରଭ ଗାଙ୍ଗୁଲି ଫାଉଣ୍ଡେସନ ଓ ସୌରଭ ଗାଙ୍ଗୁଲି କ୍ରିକେଟ୍‌ ସ୍କୁଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସ୍କୁଲରେ ପିଲାମାନଙ୍କୁ କ୍ରିକେଟ୍‌ ସମ୍ପର୍କରେ ଶିକ୍ଷା ଦିଆଯିବା। ଏଥିପାଇଁ ଆମେ ୧୦୦ରୁ ୧୫୦ କୋଚ୍‌ଙ୍କୁ ନିଯୁକ୍ତି ଦେଇଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story